ETV Bharat / state

ବିଳମ୍ବିତ ରାତିରେ ଘରେ ପଶିଲା ହାତୀ, ବ୍ୟାପକ କ୍ଷୟକ୍ଷତି

ହାତୀ ଆତଙ୍କରେ କେନ୍ଦୁଝର ଜିଲ୍ଲାର ଫୁଲଝର ପଞ୍ଚାୟତ । ଦୀର୍ଘ ଦିନ ଧରି ହାତୀଙ୍କ ଉପଦ୍ରବ୍ୟ ଦେଖିବାକୁ ମିଳିଥିବା ବେଳେ ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାର ଅଭିଯୋଗ ହୋଇଛି ।

author img

By

Published : Jun 14, 2019, 9:10 AM IST

Updated : Jun 14, 2019, 9:23 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଜିଲ୍ଲା ବଂଶପାଳ ବ୍ଲକ ଫୁଲଝର ପଞ୍ଚାୟତରେ ହାତୀ ଆତଙ୍କ । ଗତକାଲି(ଶୁକ୍ରବାର) ରାତିରେ ଶଙ୍କିର ଗ୍ରାମର ଭାଗିରଥୀ ଘରେ ବଣୁଆ ହାତୀ ଆକ୍ରମଣ କରିଛି । ସେପଟେ, ଦୀର୍ଘ ଦିନ ଧରି ହାତୀ ଉପଦ୍ରବ୍ୟ କରୁଥିବା ବେଳେ ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାର ଅଭିଯୋଗ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ବିଳମ୍ବିତ ରାତିରେ ଘରେ ପଶି ଘର କାନ୍ଥ ଭାଙ୍ଗିବା ସହ ଚାଉଳ ଖାଇବାକୁ ଚେଷ୍ଟା କରିଥିଲା ହାତୀ ।ତେବେ ହାତୀକୁ ଦେଖି ପରିବାରଲୋକେ ବାହାର ଚାଲିଆସିଥିବା ବେଳେ ଘଟଣାସ୍ଥଳରେ ବନ ବିଭାଗର କୌଣସି ଅଧିକାରୀ ଉକ୍ତ ସ୍ଥାନରେ ପହଞ୍ଚିନଥିବା ଜଣାପଡି଼ଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ଦନ୍ତା ହାତୀ ଆକ୍ରମଣ ରେ ବ୍ୟାପକ କ୍ଷୟକ୍ଷତିBody:
ଆଙ୍କର- ଗତକାଲି ରାତି ବଂଶପାଳ ବ୍ଲକ ଫୁଲଝର ପଞ୍ଚାୟତ ର ଶଙ୍କିର ଗ୍ରାମରେ ବଣୁଆ ହାତୀ ଆକ୍ରମଣ କରିଛି । ଉକ୍ତ ଅଂଚଳରେ ଦୀର୍ଘଦିନ ଧରି ବୁଲୁଥିବା ଏକ ବଣୁଆ ଦନ୍ତା ହାତୀ ଟି ଗ୍ରାମରେ ପଶି ଭାଗିରଥି ଙ୍କ ଘରେ ଆକ୍ରମଣ କରିଥିଲା ।ସେ ପରିବାର ସହ ସୋଇଥିଲା ବେଳେ ହାତୀଟି ଆକ୍ରମଣ କରିଥିଲା । ଘରର କାନ୍ତଃ ଭାଙ୍ଗି ଚାଉଳ ଖାଇବାକୁ ଚେଷ୍ଟା କରିଥିଲା । ହାତୀ ଆକ୍ରମଣ ଦେଖି ଭାଗିରଥି ପରିବାର ସହ ବାହାରକୁ କୌଣସି ମତେ ପଲେଇ ଆସିଥିଲେ । ଜଙ୍ଗଲ ବିଭାଗ ର କୌଣସି ଅଧିକାରୀ ଉକ୍ତ ସ୍ଥାନରେ ପହଞ୍ଚି ନଥିବା ଜଣା ପଡ଼ିଛି । ଦୀର୍ଘ ଦିନ ଧରି ଏହି ହାତୀ ବୁଲୁଥିବା ବେଳେ ଜଙ୍ଗଲ ବିଭାଗ କିଛି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହେଉଛିConclusion:
Last Updated : Jun 14, 2019, 9:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.