ETV Bharat / state

ସ୍ବାଧୀନତା ଦିବସରେ ସ୍ବତନ୍ତ୍ର ନିଷ୍ପତ୍ତି, ରାଜପଥ ସଜାଡିଲେ ଯୁବଗୋଷ୍ଠୀ

ସ୍ବାଧୀନତା ଦିବସରେ କେନ୍ଦୁଝର ଜାତୀୟ ରାଜପଥ ମରାମତି କଲେ ଯୁବଗୋଷ୍ଠୀ । ନିଜ ଖର୍ଚ୍ଚରେ ଗୋଡି ମାଟି ଆଣି ଭରିଥିଲେ ଖାଲଖମା ।

author img

By

Published : Aug 15, 2019, 6:57 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ସହରର ମଧ୍ୟରେ ଦୁଇ ଗୋଟି ଜାତୀୟ ରାଜପଥ ଯାଇଥିବା ବେଳେ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଭାରି ଯାନ ଚଳାଚଳ କରୁଛି । ରକ୍ଷଣାବେକ୍ଷଣ ଅଭାବରୁ ସହର ମଧ୍ୟରେ ରାସ୍ତା ଗୁଡିକ ନଷ୍ଟ ହୋଇଗଲାଣି। ରାସ୍ତା ମଝିରେ ବଡ଼ ବଡ଼ ଗାଢ଼ ହୋଇ ଯିବାରୁ ଯାନବାହନ ଚଳାଚଳ ପାଇଁ ଅସୁବିଧା ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ରାସ୍ତା ଖରାପ ନେଇ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳୁନି । ସେଥିପାଇଁ ଏହି ରାସ୍ତା ଉପରେ ଥିବା ଗାଢ଼ ଗୁଡିକୁ ଭରିବାକୁ ଅଣ୍ଟା ଭିଡିଥିଲେ ଯୁବ ଗୋଷ୍ଠୀ । ସ୍ୱାଧୀନତା ଦିବସ ଉପଲକ୍ଷେ କେନ୍ଦୁଝର ସହରରେ ଥିବା ପାଠଶାଳା ଶିକ୍ଷାନୁଷ୍ଠାନର ଯୁବକମାନେ ଗାଢ଼ଗୁଡିକରୁ ପାଣି ବାହାର କରି ଗୋଡି ମାଟି ଭର୍ତ୍ତି କରିଥିଲେ । ପାଠଶାଳାର ଯୁବକ ଯୁବତୀମାନେ ନିଜ ଖର୍ଚ୍ଚରେ ଗୋଡି ମାଟି ଆଣି ଏହି ଖାଲ ଖମା ଭରିଥିଲେ । ଆଗାମୀ ଦିନରେ ଏହି ଭଳି ସେବା କାର୍ଯ୍ୟ ଜାରି ରଖିବେ ବୋଲି ପାଠଶାଳାର ଅଧିକାରୀ କହିଛନ୍ତି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ମୁଖ୍ୟ ରାସ୍ତା ରେ ଗାଢ଼ ଭରି ସ୍ଵାଧୀନତା ଦିବସ ପାଳିଲେ ଯୁବଗୋଷ୍ଠୀBody:
ଆଙ୍କର- କେନ୍ଦୁଝର ସହରର ମଧ୍ୟରେ ଦୁଇ ଗୋଟି ଜାତୀୟ ରାଜପଥ ଯାଇଅଛି । ଉକ୍ତ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଭାରି ଯାନ ଚଳାଚଳ କରୁଛି । ରକ୍ଷଣାବେକ୍ଷଣ ଅଭାବରୁ ସହର ମଧ୍ୟରେ ରାସ୍ତା ଗୁଡିକ ନଷ୍ଟ ହୋଇଗଲାଣି। ରାସ୍ତା ମଝିରେ ବଡ଼ ବଡ଼ ଗାଢ଼ ହୋଇ ଯିବାରୁ ଯାନବାହନ ଚଳାଚଳ ପାଇଁ ଅସୁବିଧା ହେଉଛି । ପ୍ରଶାସନ ଜଣେଇଲେ ମଧ୍ୟ କିଛି ସୁଫଳ ମିଳୁନି। ସେଥିପାଇଁ ଏହି ରାସ୍ତା ଉପରେ ଥିବା ଗାଢ଼ ଗୁଡିକୁ ଭରିବାକୁ ଅଣ୍ଟା ଭିଡିଛନ୍ତି ଯୁବ ଗୋଷ୍ଟି । ଆଜି ସ୍ୱାଧୀନତା ଦିବସ ଉପଲକ୍ଷେ କେନ୍ଦୁଝର ସହରରେ ଥିବା ପାଠଶାଳା ଶିକ୍ଷାନୁଷ୍ଠାନ ର ଯୁବକ ମାନେ ଗାଢ଼ ଗୁଡିକରୁ ପାଣି ବାହାର କରି ଗୋଡି ମାଟି ଭର୍ତ୍ତି କରିଥିଲେ । ପାଠଶାଳା ର ଯୁବକ ଯୁବତୀ ମାନେ ନିଜ ଖର୍ଚ୍ଚରେ ଗୋଡି ମାଟି ଆଣି ଏହି ଖାଲ ଖମା ଭରିଥିଲେ । ଆଗାମୀ ଦିନରେ ଏହି ଭଳି ସେବା କାର୍ଯ୍ୟ ଜାରି ରଖିବେ ବୋଲି ପାଠଶାଳାର ଅଧିକାରୀ କହିଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.