ETV Bharat / state

ମହିଳାଙ୍କ ବିକାଶ ସହ କେନ୍ଦୁଝର ହେବ ଏକ ନମ୍ବର: ଚନ୍ଦ୍ରାଣୀ ମୁର୍ମୁ

କେନ୍ଦୁଝର ଆସନରୁ  ଚନ୍ଦ୍ରାଣୀ ମୁର୍ମୁ ବଜେପି ସାଂସଦ ପାର୍ଥୀ ଅନନ୍ତ ନାଏକଙ୍କୁ ୬୬ ହଜାରରୁ ଉର୍ଦ୍ଧ୍ବ ଭୋଟରେ ହରାଇ ଇତିହାସ ସୃଷ୍ଟି କରିଛନ୍ତି ।

author img

By

Published : May 24, 2019, 2:38 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଚନ୍ଦ୍ରାଣୀ ମୁର୍ମୁଙ୍କୁ ଅଚାନକ ବିଜେଡି କେନ୍ଦୁଝର ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । କେନ୍ଦୁଝର ଆସନରୁ ଚନ୍ଦ୍ରାଣୀ ମୁର୍ମୁ ବଜେପି ସାଂସଦ ପାର୍ଥr ଅନନ୍ତ ନାଏକଙ୍କୁ ୬୬ ହଜାରରୁ ଉର୍ଦ୍ଧ୍ବ ଭୋଟରେ ହରାଇ ଇତିହାସ ସୃଷ୍ଟି କରିଛନ୍ତି । 26 ବର୍ଷୀୟ ଏହି ସାଂସଦ କେନ୍ଦୁଝର ବିକାଶ କଥାକୁ ସଂସଦରେ ଉପସ୍ଥାପନା କରିବା ପାଇଁ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର ଲୋକସଭା ଆସନରେ ବିଜୟ ପରେ ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ବିଜୟୀ ହେଲା ପରେ ଦେବ ଦର୍ଶନ କରି କର୍ମ କ୍ଷେତ୍ରରେ ପାଦ ଥାପିବା ପାଇଁ ବାହାରିଛନ୍ତି ଚନ୍ଦ୍ରାଣୀ । ଏହାସହ ମହିଳା, ଯୁଥ ବିକାଶ ଓ ସର୍ବୋପରି କେନ୍ଦୁଝର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରିବା କଥା ଦେଇଛନ୍ତି ।

କେନ୍ଦୁଝର ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.