ETV Bharat / state

ସବୁଜ ବନାନୀ ସୃଷ୍ଟି କରି ଚର୍ଚ୍ଚାରେ କେନ୍ଦୁଝରର ବ୍ୟବସାୟୀ ଅମୀୟ - kendujhar news

ପେଶାରେ ଜଣେ ବ୍ୟବସାୟୀ କିନ୍ତୁ ନିଶା ତାଙ୍କର ଗଛ ଲଗାଇବା । ଯାହାକୁ ନେଇ ଏବେ ଚର୍ଚ୍ଚାରେ କେନ୍ଦୁଝରର ଅମୀୟ । ଅଧିକ ପଢନ୍ତୁ...

Kendujhar Amiya is rumored to be making green banani
ସବୁଜ ବନାନୀ ସୃଷ୍ଟି କରି ଚର୍ଚ୍ଚାରେ କେନ୍ଦୁଝର ଅମିୟ
author img

By

Published : Dec 5, 2020, 4:23 PM IST

ଆନନ୍ଦପୁର: ପେଶାରେ ଜଣେ ବ୍ୟବସାୟୀ କିନ୍ତୁ ନିଶା ତାଙ୍କର ଗଛ ଲଗାଇବା । ଯାହାକୁ ନେଇ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବଡ଼ପଦନାର ଅମୀୟ ସାହୁ ଏବେ ଚର୍ଚ୍ଚାରେ । ସେ ଦୀର୍ଘ ତିନିବର୍ଷ ହେବ ଗାଁର ଚାରିପାଖରେ ଥିବା ଖାଲି ପଡ଼ିଆରେ ବର, ଅଶ୍ୱସ୍ତ, କଦମ୍ବ, ବଉଳ ପରି ବିଭିନ୍ନ ପ୍ରକାର ଗଛ ଲଗାଇ ଅଞ୍ଚଳକୁ ସବୁଜ ମୟ କରିଛନ୍ତି ।

ସବୁଜ ବନାନୀ ସୃଷ୍ଟି କରି ଚର୍ଚ୍ଚାରେ କେନ୍ଦୁଝର ଅମିୟ

ଏନେଇ ସେ ଆଖପାଖ ଅଞ୍ଚଳରେ ବୃକ୍ଷ ପ୍ରେମୀ ଭାବେ ବେଶ ପରିଚିତ । ତେବେ ତାଙ୍କର ଏପରି ବୃକ୍ଷ ପ୍ରତି ଭଲ ପାଇବା ଓ ବୃଷରୋପଣ ହେତୁ ପରିବେଶ ନିର୍ମଳ ହେବା ସହ କିଛି ବର୍ଷ ପରେ ଏକ ଜଙ୍ଗଲ ସୃଷ୍ଟି ହେବ । ତେବେ ଅମୀୟଙ୍କ ଏଭଳି କାର୍ଯ୍ୟକୁ ନେଇ ତାଙ୍କୁ ପ୍ରଶଂସା କରାଯାଉଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.