ETV Bharat / state

କେନ୍ଦୁଝରରେ କାର୍ଗିଲ ବିଜୟ ଦିବସ ପାଳିତ

author img

By

Published : Jul 26, 2019, 2:47 PM IST

କେନ୍ଦୁଝରର ସ୍ଥାନୀୟ ଶହୀଦ ସଦନରେ ପାଳନ କରାଯାଇଛି କାର୍ଗିଲ ବିଜୟ ଦିବସ । ପୂର୍ବତନ ସୈନିକ ସଙ୍ଘ ପକ୍ଷରୁ ପାଳିତ ହୋଇଛି ଦିବସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଆଜି(ଶୁକ୍ରବାର) ସାରା ଭାରତ କାର୍ଗିଲ ବିଜୟ ଦିବସ ପାଳୁଛି । ଆଜିକୁ ୨୦ ବର୍ଷ ତଳେ ପାକିସ୍ତାନ ଉପରେ ଭାରତ ସୈନିକ ବିଜୟ ଲାଭ କରିଥିଲେ । ତେବେ ଏହାକୁ ସବୁ ବର୍ଷ ପରି ପାଳୁଛନ୍ତି ଜିଲ୍ଲାର ପୂର୍ବତନ ସୈନିକ ।

କେନ୍ଦୁଝରର ସ୍ଥାନୀୟ ଶହୀଦ ସଦନରେ ପୂର୍ବତନ ସୈନିକ ସଙ୍ଘ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳନ କରାଯାଇଛି । ସୈନିକ ସଂଘ ସଭାପତି ଉଇଙ୍ଗ କମାଣ୍ଡର କିରଣ ସାହୁଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଏହି ସଭାରେ ଜିଲ୍ଲାର ବହୁ ପୂର୍ବତନ ସୈନିକ ସପରିବାରରେ ଯୋଗ ଦେଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.