ETV Bharat / state

ସରିଲା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ମୋଟ ୪୧୯ ୟୁନିଟ୍ ରକ୍ତ ସଂଗୃହିତ - _jiban bindu programme

ଶନିବାର କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ହାଇସ୍କୁଲ ଠାରେ ଓଡ଼ିଶା ମୋ ପରିବାର ପକ୍ଷରୁ ଦୀର୍ଘ ୪ ଦିନ ଧରି ଚାଲିଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।

_jiban bindu programme
ସରିଲା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
author img

By

Published : Aug 16, 2020, 8:22 AM IST

ଆନନ୍ଦପୁର: ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଉଦଯାପିତ । ଶନିବାର କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ହାଇସ୍କୁଲ ଠାରେ ଓଡ଼ିଶା ମୋ ପରିବାର ପକ୍ଷରୁ ଦୀର୍ଘ ୪ ଦିନ ଧରି ଚାଲିଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।

ସରିଲା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ରାଜ୍ୟ କୃଷି ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମହାମାରୀ କୋରୋନା ସମୟରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ କରାଯାଇଥିଲା ବୋଲି ମତ ପ୍ରକାଶ କରିଛନ୍ତି ।

ବିଧାୟକ ବଦ୍ରୀନାରାୟଣ ପାତ୍ରଙ୍କ ନେତୃତ୍ବରେ ଏହି ୪ ଦିନିଆ ରକ୍ତଦାନ ଶିବିରରେ ମୋଟ ୪୧୯ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.