ETV Bharat / state

କାଠ ଚୋରା ଚାଲାଣ: 50 ହଜାରରୁ ଊର୍ଦ୍ଧ୍ବ ଟଙ୍କାର କାଠ ଜବତ, 2 ଗିରଫ

ସୋମବାର ରାତିରେ ଚଢେଇଭୋଳରୁ ଏକ ପିକଅପ ଭ୍ୟାନ ଯୋଗେ ଘର କାର୍ଯ୍ୟରେ ଲାଗିବାକୁ ଥିବା ବନ୍ଧ କାଠ ନେଉଥିବାବେଳେ ଅଚାନକ ଚଢ଼ାଉ କରାଯାଇ ଗାଡି ସହ କାଠ ଗୁଡିକୁ ଜବତ କରାଯାଇଥିଲା । ଏହା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

author img

By

Published : Dec 10, 2019, 1:02 PM IST

illegal wood transfer, 2 arrested
କାଠ ଚୋରା ଚାଲଣ, 2 ଗିରଫ

କେନ୍ଦୁଝର: ସ୍ଥାନୀୟ ସଦର ବନାଞ୍ଚଳ ଡିଭିଜନ ପକ୍ଷରୁ ଏକ ଚୋରା ଚାଲାଣ କାଠ ଗାଡିକୁ ଜବତ କରାଯାଇଛି । ସୋମବାର ରାତିରେ ଚଢେଇଭୋଳରୁ ଏକ ପିକଅପ ଭ୍ୟାନ ଯୋଗେ ଘର କାର୍ଯ୍ୟରେ ଲାଗିବାକୁ ଥିବା ବନ୍ଧ କାଠ ନେଉଥିବାବେଳେ ଅଚାନକ ଚଢ଼ାଉ କରାଯାଇ ଗାଡି ସହ କାଠ ଗୁଡିକୁ ଜବତ କରାଯାଇଥିଲା । ଏହା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

କାଠ ଚୋରା ଚାଲଣ, 2 ଗିରଫ

ଏହି ଜବତ କାଠର ଆନୁମାନିକ ମୂଲ୍ୟ ପଚାଶ ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ପଚାଶ ହାଜାରରୁ ଉର୍ଦ୍ଧ୍ବ ଟଙ୍କାର କାଠ ଜବତBody:ଆଙ୍କର- ଆଜି ସଦର ବନାଞ୍ଚଳ ଡିଭିଜନ ପକ୍ଷରୁ ଏକ ଚୋରା ଚାଲାଣ କାଠ ଗାଡିକୁ ଜବତ କରାଯାଇଛି । ଗତକାଲି ରାତିରେ ଚଢେଇଭୋଳରୁ ଏକ ପିକପ ଭ୍ୟାନ ଯୋଗେ ଘରକାର୍ଯ୍ୟରେ ଲାଗିବାକୁ ଥିବା ବନ୍ଧ କାଠ ନେଉଥିବାବେଳେ ଅଚାନକ ଚଢ଼ାଉ କରାଯାଇ ଗାଡି ସହ କାଠ ଗୁଡିକୁ ଜବତ କରାଯାଇଥିଲା । ଏହା ସହ ଦୁଇଜଣଙ୍କୁ ଗିରଫ କରାଯାଇଛି । ଏହି ଜବତ କାଠର ଆନୁମାନିକ ମୁଲ୍ୟ ପଚାଶ ହଜାର ଟଙ୍କା ରୁ ଉର୍ଦ୍ଧ୍ବ ହେବବୋଲି ଜଣା ପଡ଼ିଛି ।
ବାଇଟ- ଭୂପତି ସେଠୀ (ଟାଉନ ଫରେଷ୍ଟର)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.