ETV Bharat / state

କେନ୍ଦୁଝରରେ ବାଲି ଚୋରା ଚାଲାଣ, ଚୁପ ବସିଛି ପ୍ରଶାସନ

କେନ୍ଦୁଝର ଜିଲ୍ଲା ଘସିପୁରା ତହସିଲ ଅନ୍ତର୍ଗତ ରେମାଳ ନଦୀ ଖଇଳୋ ଘାଟରେ ବେଆଇନ ବାଲି ଚୋରା ଚାଲାଣ ଚାଲିଛି ।

author img

By

Published : Nov 2, 2019, 3:08 PM IST

କେନ୍ଦୁଝରରେ ବାଲି ଚୋରା ଚାଲାଣ

ଆନନ୍ଦପୁର: ଜିଲ୍ଲା ଘସିପୁରା ତହସିଲ ଅନ୍ତର୍ଗତ ରେମାଳ ନଦୀ ଖଇଳୋ ଘାଟରେ ବେଆଇନ ବାଲି ଚୋରା ଚାଲାଣ ଚାଲିଛି । ବାଲି ମାଫିଆ ମାନେ ଦୈନିକ ଟ୍ରିପ ଟ୍ରିପ ବାଲି ଟ୍ରକ ଯୋଗେ ଚୋରା ଚାଲାଣ କରିୁଛନ୍ତି ।

କେନ୍ଦୁଝରରେ ବାଲି ଚୋରା ଚାଲାଣ

ତେବେ ବାଲି ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତେବେ ଏଥି ପ୍ରତି ତହସିଲ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନଥିବାରୁ ବାଲି ମାଫିଆମାନେ ବେଧଡକ୍‌ ଭାବେ ବାଲି ଚୋରା ଚାଲାଣ କରୁଛନ୍ତି । ଅନ୍ୟପଟେ ଗ୍ରାମବାସୀ ବିରୋଧ କଲେ ସେମାନଙ୍କୁ ଧମକ ଚମକ ଦେଉଥିବା ଜଣାପଡ଼ିଛି । ତେବେ ଏ ସମ୍ପର୍କରେ ଘସିପୁରା ତହସିଲଦାରଙ୍କୁ ପଚାରିବାରୁ ସେ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:0210_AND_Bali chora chalan_Anandapur
ଆଙ୍କର-କେନ୍ଦୁଝର ଜିଲ୍ଲା ଘସିପୁରା ତହସିଲ ଅନ୍ତର୍ଗତ ରେମାଳ ନଦୀ ଖଇଳୋ ଘାଟରେ ବେଆଇନ ବାଲି ଚୋରା ଚାଲାଣ ହେଉଛି। ବାଲି ମାଫିଆ ମାନେ ଦୈନିକ ଟ୍ରିପ ଟ୍ରିପ ୧୨ ଚକିଆ ଓ ହାଇୱ ଗାଡ଼ିରେ ବାଲି ଚୋରା ଚାଲାଣ କରି ଗ୍ରାମ ରାସ୍ତା ମଧ୍ଡ଼ଦେଇ ଯିବା ଆସିବା କରୁଥିବା ରୁ ଗ୍ରାମ ରାସ୍ତା ଖରାପ ହୋଇଯାଇଥିବା ଗ୍ରାମବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ତେବେ ଏଥି ପ୍ରତି ତହସିଲ ପକ୍ଷରୁ କୌଣସି ପଦକ୍ଷେପ ନନେଉଥିବାରୁ ବାଲି ମାଫିଆ ମାନେ ବେଧଡକ ଭାବେ ବାଲି ଚୋରା ଚାଲାଣ କରୁଛନ୍ତି। ଓ ଗ୍ରାମବାସୀ ମାନେ ବିରୋଧ କଲେ ସେମାନଙ୍କୁ ଧମକ ଚମକ ଦେଉଥିବା ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ଘସିପୁରା ତହସିଲିଦାର ଙ୍କୁ ପଚାରିବାରୁ ସେ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି।
ବାଇଟି-୧-ମାଧବ ଚନ୍ଦ୍ର ବେଉରା(ତହସିଲଦାର, ଘସିପୁରା)Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.