ETV Bharat / state

ଘଟଗାଁ ପୋଲିସ ଜାଲରେ କୁଖ୍ୟାତ ଅପରାଧୀ ରଇବୁ - ରଇବୁ

ପୋଲିସ ହାତରେ ଧରାପଡିଲା କୁଖ୍ୟାତ ଅପରାଧୀ ରଇବୁ । ଘଟଗାଁ ଓ ପାଟଣା ଥାନାରେ ରହିଛି ଅନେକ ଅପରାଧିକ ମାମଲା । ଚଢ଼ାଉ କରି ରଇବୁକୁ କାବୁ କଲା ଘଟଗାଁ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Sep 2, 2019, 5:37 PM IST

କେନ୍ଦୁଝର: ଜିଲ୍ଲାର ଘଟଗାଁ ପୋଲିସକୁ ବଡ ସଫଳତା । କୁଖ୍ୟାତ ଅପରାଧୀ ରଇବୁ ମହାନ୍ତ ଗିରଫ । ରଇବୁକୁ ପୋଲିସ ତା ନିଜ ଗ୍ରାମ ଚିନାମାଳିପଷିରୁ ଗିରଫ କରିଥିବାର ଜଣାପଡିଛି । ରଇବୁ ନାମରେ ଘଟଗାଁ ଓ ପାଟଣା ଥାନାର ବିଭିନ୍ନ ଅପରାଧିକ ମାମଲା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ପୂର୍ବରୁ ରଇବୁକୁ ଗିରଫ କରିବା ପାଇଁ ଅନେକଥର ପ୍ରୟାସ କରିଥିଲା ପୋଲିସ । କିନ୍ତୁ ପ୍ରତିଥର ପୋଲିସ ଆଖିରେ ଧୂଳିଦେଇ ସେ ଖସିଯାଉଥିଲା । ରବିବାର ରାତିରେ କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ପୋଲିସର ଏକ ସ୍ବତନ୍ତ୍ର ଟିମ ଚଢାଉ କରି ରଇବୁ ଗିରଫ କରିବାରେ ସଫଳ ହୋଇଛି । ସୋମବାର ରଇବୁଙ୍କୁ ଡାକ୍ତରୀ ପରିକ୍ଷା ପରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଘଟଗାଁ ପୋଲିସକୁ ମିଳିଛି ବଡ ସଫଳତା, କୁଖ୍ୟାତ ଅପରାଧି ଗିରଫBody:
ଆଙ୍କର- କେନ୍ଦୁଝର ଜିଲ୍ଲା ଘଟଗାଁ ପୋଲିସକୁ ମିଳିଛି ବଡ ସଫଳତା, କୁଖ୍ୟାତ ଅପରାଧି ରଇବୁ ମହାନ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ରଇବୁକୁ ପୋଲିସ ତାର ନିଜ ଗ୍ରାମ ଚିନାମାଳିପଷିରୁ ଗିରଫ କରିଥିବାର ଜଣାପଡିଛି । ରଇବୁ ନାମରେ ଘଟଗାଁ ଓ ପାଟଣା ଥାନାର ବିଭିନ୍ନ ଅପରାଧିକ ମାମଲା ରହିଛି । ରଇବୁକୁ ପୂର୍ବରୁ ପୋଲିସ ଗିରଫ କରିବା ପାଇଁ ଅନେକଥର ପ୍ରୟସ ଜାରି ରଖିଥିଲା । ହେଲେ ପୋଲିସକୁ ବିଭିନ୍ନ ସମୟରେ ଆକ୍ରମଣ କରି ଖସି ପଳାଇବାରେ ସଫଳ ହେଉଥିଲେ । ରବିବାର ରାତିରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏକ ସ୍ବତନ୍ତ୍ର ଟିମ ଅଚାନକ ଚଢାଉ କରି ଗିରଫ କରିବାରେ ସଫଳ ହୋଇଛି । ଆଜି ରଇବୁଙ୍କୁ ଡାକ୍ତରୀ ପରିକ୍ଷା ପରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.