ETV Bharat / state

କମ୍ପ୍ୟୁଟର ଶିକ୍ଷକ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ - କେନ୍ଦୁଝରରେ ଠକେଇ

କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ଦେବା ନାଁରେ ଠକେଇ । କେନ୍ଦୁଝରରେ ଶତାଧିକ ବେକାର ଯୁବକଯୁବତୀଙ୍କ ଠାରୁ ହୋଇଛି ଲକ୍ଷାଧିକ ଟଙ୍କା ଲୁଟ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କେନ୍ଦୁଝର
author img

By

Published : Sep 15, 2019, 2:48 PM IST

କେନ୍ଦୁଝର: କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଛି । ଏନେଇ ଟାଉନ ଥାନାରେ ମାମଲା ରୁଜୁ । କେନ୍ଦୁଝର ସହରରେ ଓଡିଶା ଏଜୁକେସନ ଏଣ୍ଡ ଟ୍ରେନିଂ ନାଁରେ ଏକ ସଂସ୍ଥାଖୋଲି ଶତାଧିକ ବେକାର ଯୁବକ ଯୁବତୀଙ୍କ ଠାରୁ ଠକେଇ ଅଭିଯୋଗ ହୋଇଛି ।

ଏହି ସଂସ୍ଥା ଏହି ଯୁବକ ଯୁବତୀଙ୍କ ଠାରୁ ଚାଳିଶ ହଜାର ଟଙ୍କା ଲେଖାଏଁ ଟ୍ରେନିଂ ଓ ଚାକିରୀ ପାଇଁ ନେଇଥିଲା। କିନ୍ତୁ ପରେ ମାତ୍ର ଅଳ୍ପ ଦିନ ଟ୍ରେନିଂ ଦେଇ ଛାଡି ଦେଇଥିଲେ । ବାକି ଟଙ୍କା ଦେବା ପାଇଁ ମାଗିବାରୁ ଟଙ୍କା ଦେଇ ହେବ ନାହିଁ ବୋଲି ସଂସ୍ଥାର ଅଧ୍ୟକ୍ଷ ମନା କରିଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କେନ୍ଦୁଝର

ସମସ୍ତ ଠକେଇର ଶିକାର ହୋଇଥିବା ଶିକ୍ଷାର୍ଥୀମାନେ ଗତ ୧୦ ତାରିଖରୁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କିଛି ଫଳ ମିଳି ନଥିଲା । ଫଳରେ ଶତାଧିକ ମହିଳା ଥାନା ଘେରାଉ କରିବା ପରେ ଥାନାରେ ସଂସ୍ଥାର ତିନି ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା ଜାରି ଥିବା ପୋଲିସ ପ୍ରକାଶ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- କମ୍ପୁଟର ଶିକ୍ଷକ ଚାକିରି ଦେବା ନାଁରେ ଲାଖ୍ୟାଧିକ ଟଙ୍କା ଠକେଇBody:
ଆଙ୍କର- କେନ୍ଦୁଝର ଜିଲ୍ଲାରେ କମ୍ପୁଟର ଶିକ୍ଷକ ନିଯୁକ୍ତି ଦେବା ନାଁ ରେ ଲାଖ୍ୟାଧିକ ଟଙ୍କା ଠକେଇ ହୋଇଛି । ଏନେଇ ଟାଉନ ଥାନାରେ ମାମଲା ରୁଜୁ । କେନ୍ଦୁଝର ସହରରେ ଓଡିଶା ଏଜୁକେସନ ଏଣ୍ଡ ଟ୍ରେନିଂ ନାଁରେ ଏକ ସଂସ୍ଥାଖୋଲି ଶତାଧିକ ବେକାର ଯୁବକ ଯୁବତୀ ମାନଙ୍କଠାରୁ ଠକେଇ ଅଭିଯୋଗ ହୋଇଛି । ଏହି ସଂସ୍ଥା ଏହି ଯୁବକ ଯୁବତୀଙ୍କ ଠାରୁ ଚାଳିଶ ହଜାର ଟଙ୍କା ଲେଖାଏଁ ଟ୍ରେନିଂ ଓ ଚାକିରୀ ପାଇଁ ନେଇଥିଲା। କିନ୍ତୁ ପରେ ମାତ୍ର ଅଳ୍ପ ଦିନ ଟ୍ରେନିଂ ଦେଇ ଛାଡି ଦେଇଥିଲେ । ବାକି ଟଙ୍କା ଦେବା ପାଇଁ ମାଗିବାରୁ ଟଙ୍କା ଦେଇ ହେବ ନାହିଁ ବୋଲି ସଂସ୍ଥା ର ଅଧକ୍ଷ ମନା କରିଦେଇଥିଲେ । ସମସ୍ତ ଠକେଇ ର ଶିକାର ହୋଇଥିବା ଶିକ୍ଷାର୍ଥୀ ମାନେ ଗତ ୧୦ ତାରିଖରୁ ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ କିଛି ଫଳ ମିଳି ନଥିଲା । ଫଳରେ ଶତାଧିକ ମହିଳା ଥାନା ଘେରାଉ କରିବା ପରେ ଥାନା ରେ ସଂସ୍ଥା ର ତିନି ଜଣ କର୍ମଚାରୀ ଙ୍କୁ ଅଟକ ରଖି ପଚରାଉଚୁରା ଜାରି ଥିବା ପୋଲିସ ପ୍ରକାଶ କରିଛି ।
ବାଇଟ-୧-ପୁଷ୍ପ ମଞ୍ଜରୀ ସାହୁ( ଅଭିଯୋଗକାରୀ)( ଶାଢ଼ୀ ପିନ୍ଧିଥିବା ମହିଳା)
ବାଇଟ-୨-ପୁଷ୍ପାଞ୍ଜଳି ସାହୁ( ଅଭିଯୋଗକାରୀ)(ଡ୍ରେସ ପିନ୍ଧିଥିବା ମହିଳା
ବାଇଟ-୩-ପ୍ରକାଶ ଜେମ୍ସ ଟପ୍ପୋ( ଏସ୍ଡିପିଓ ,ସଦର) ଧଳା ସାର୍ଟ ପିନ୍ଧିଥିବା ଲୋକConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.