ETV Bharat / state

ବନ୍ୟା ଜଳରେ ଧୋଇଗଲା ମାଛ ପୋଖରୀ - ବନ୍ୟା ପାଣିରେ ଧୋଇଗଲା ମାଛ ପୋଖରୀ

ଲଗାଣ ବର୍ଷାରେ କେନ୍ଦୁଝର ଆନନ୍ଦପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟା ପାଣି ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଚାଷ ଜମି ସହିତ ମାଛ ପୋଖରୀର ପାଣି ମାଡିିବାରୁ କ୍ଷତିଗ୍ରସ୍ତ ଚାଷୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
author img

By

Published : Sep 8, 2019, 2:13 PM IST

ଆନନ୍ଦପୁର: ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା । ପ୍ରବଳ ବର୍ଷାରେ ନଦୀ ନାଳର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଆନନ୍ଦପୁର ବ୍ୟାରେଜର କେନାଲର ଘାଗର ନାଳକୁ ବନ୍ୟା ଜଳ ମାଡିଆସିଛି । ଫଳରେ ଶାଳବଣୀ ଓ ମୋଚିନ୍ଦା ପଞ୍ଚାୟତର ପଣ୍ଡୁଆ ଓ ବଳଦୁଆଁ ଗାଁର ଚାଷ ଜମିରେ ପାଣି ପଶି ବ୍ୟାପକ କ୍ଷୟକ୍ଷତି କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଏଥିସହ 10 ଏକରରୁ ଊର୍ଦ୍ଧ୍ବ ମାଛ ଚାଷ ହୋଇଥିବା ପୋଖରୀରେ ବନ୍ୟା ଜଳ ମାଡି ଯିବାରୁ ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଆଉ ଏଥିପାଇଁ ସ୍ଥାନୀୟ ଲୋକେ ବ୍ୟାରେଜ୍ ଡିଭିଜନ ଓ କେନାଲ ନିର୍ମାଣକାରୀ ଠିକା ସଂସ୍ଥା ଶାରଳା କନଷ୍ଟ୍ରକ୍ସନ୍ ଓ ପାତ୍ର କନଷ୍ଟ୍ରକ ସନ୍ କର୍ତ୍ତୁପକ୍ଷଙ୍କ ଖାମଖିଆଲି ନୀତିକୁ ଦାୟୀ କରୁଛନ୍ତି ।

ସୂଚନାଯୋଗ୍ୟ, ଗତ ବର୍ଷ ଏହି ସ୍ଥାନରେ ଏହି ସମାନ ସ୍ଥିତି ଉପୁଜିଥିଲା । ଯାହାର କ୍ଷତି ପୂରୁଣ ମଧ୍ୟ ଆଜି ଯାଏ ମିଳିନାହିଁ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର-ଗତ ଦୁଇ ତିନି ଦିନ ଧରି ଲଗାଣ ବର୍ଷାରେ ନଦୀ ନାଳ ଗୁଡ଼ିକ ର ଜଳ ସ୍ତର ବୃଦ୍ଧି ପାଇଛି । ଆନନ୍ଦପୁର ବ୍ୟାରେଜ ର କେନାଲ ରେ ଘାଗରା ନାଳ ପାଣି ପଶି ଆନନ୍ଦପୁର ବ୍ଳକର ଶାଳବଣୀ ଓ ମୋଚିନ୍ଦା ପଞ୍ଚାୟତ ର ପଣ୍ଡୁଆ ଓ ବଳଦୁଆଁ ଗ୍ରାମର ବ୍ୟାପକ ଚାଷ ଜମି କୁ ମାଡି ଯିବା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।ଏହା ଛତା ପ୍ରାୟ ୧୦ ଏକର ରୁ ଉର୍ଦ୍ଧ ମାଛ ଚାଷ ହୋଇଥିବା ପୋଖରୀ ରେ ବର୍ଷାଜଳ ମାଡ଼ି ଯିବାରୁ ମାଛ ଚାଷି ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏଥିପାଇଁ ସ୍ଥାନୀୟ ଲୋକେ ବ୍ୟାରେଜ୍ ଡିଭିଜନ ଓ କେନାଲ ନିର୍ମାଣ କାରୀ ଠିକା ସଂସ୍ଥା ଶାରଳା କନଷ୍ଟ୍ରକ୍ସନ୍ ଓ ପାତ୍ର କନଷ୍ଟ୍ରକ ସନ୍ କର୍ତ୍ତୁପକ୍ଷ ଙ୍କ ଖାମଖିଆ ଲି ନୀତି କୁ ଦାୟୀ କରୁଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ବର୍ଷ ଏହି ସ୍ଥାନ ରେ
ଏହିପରି ପରିସ୍ଥିତି ଘଟିଥିଲା ଯାହାର କ୍ଷତି ପୁରଣ ମଧ୍ୟ ଚାଷି ଙ୍କୁ ମିଳି ପାରି ନ ଥିବା ଅଭିଯୋଗ ହୋଇଛି ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.