ETV Bharat / state

ରାସ୍ତାରେ ଜଳିଲା ଲୁହା ପଥର ବୋଝେଇ ଟ୍ରକ, ଦେଖନ୍ତୁ ଭିଡିଓ - ରାସ୍ତାରେ ଜଳିଲା ଲୁହା ବୋଝେଇ ଟ୍ରକ

ଲୁହା ବୋଝେଇ ଟ୍ରକରେ ଲାଗିଲା ନିଆଁ । ଘଟଣାଟି କେନ୍ଦୁଝର ୨୦ ନଂ ଜାତୀୟ ରାଜପଥ ଶୈଲଙ୍ଗ ଛକ ଓଭର ବ୍ରିଜରେ ଦେଖିବାକୁ ମିଳିଛି । ଅଧିକ ଖବର ପଢନ୍ତୁ...

_fire breaks
ରାସ୍ତାରେ ଜଳିଲା ଲୁହା ବୋଝେଇ ଟ୍ରକ, ଦେଖନ୍ତୁ ଭିଡିଓ
author img

By

Published : Feb 7, 2020, 11:02 PM IST

କେନ୍ଦୁଝର: ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଲା ଟ୍ରକ । ଘଟଣାଟି କେନ୍ଦୁଝର ୨୦ ନଂ ଜାତୀୟ ରାଜପଥ ଶୈଲଙ୍ଗ ଛକ ଓଭର ବ୍ରିଜରେ ଦେଖିବାକୁ ମିଳିଛି । ଲୁହାପଥର ବୋଝେଇ କରି ଆସୁଥିବା ୧୨ ଚକିଆ ଟ୍ରକଟି ହଠାତ୍ ଜଳିଥିଲା ।

ରାସ୍ତାରେ ଜଳିଲା ଲୁହା ବୋଝେଇ ଟ୍ରକ, ଦେଖନ୍ତୁ ଭିଡିଓ

ସୂଚନା ଅନୁସାରେ, କେନ୍ଦୁଝରରୁ ଯାଜପୁର ଅଭିମୁଖେ ଯାଉଥିବା ଲୁହାପଥର ବୋଝେଇ ଟ୍ରକରେ ହଠାତ୍ ସଟସର୍କିଟରୁ ନିଆଁ ଲାଗି ଯାଇଥିଲା । ଘଟଣା ପରେ ପ୍ରାଣ ବିକଳରେ ଡ୍ରାଇଭର ଓ ହେଲପର ଗାଡ଼ିରୁ ଦୌଡ଼ି ପଳାଇ ଯାଇଥିଲେ । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର- ୨୦ ନଂ ଜାତୀୟ ରାଜପଥ ଶୈଲଙ୍ଗ ଛକ ଓଭର ବ୍ରିଜ ରେ ଜଳିଗଲା ଲୁହାପଥର ବୋଝେଇ ୧୨ ଚକିଆ ଟ୍ରକ । କେନ୍ଦୁଝର ରୁ ଯାଜପୁର ଅଭିମୁଖେ ଯାଉଥିବା ଲୁହାପଥର ବୋଝେଇ ଟ୍ରକରେ ହଠାତ୍ ସଟସର୍କିଟ ରୁ ନିଆଁ ଲାଗି ଯାଇଥିଲା ।ପ୍ରାଣ ବିକଳରେ ଡ୍ରାଇଭର ଓ ହେଲପର ଗାଡ଼ି ରୁ ଦୌଡ଼ି ପଳାଇ ଯାଇଥିଲେ । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଛି ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.