ETV Bharat / state

ପାଟଣା ରେଞ୍ଜରେ ହାତୀପଲଙ୍କ ଉପଦ୍ରବ: ଭାଙ୍ଗିଲେ ଘର, ଖାଇଲେ ଫସଲ - ହାତୀପଲ ପାଟଣା ରେଞ୍ଜ

କେନ୍ଦୁଝର ଜିଲ୍ଲାରେ 23 ଜଣିଆ ହାତୀପଲ ବ୍ୟାପକ ପରିମାଣରେ ଧାନ ଫସଲ ନଷ୍ଟ କରିବା ସହିତ ଫାର୍ମ ହାଉସର ଆଜବେଷ୍ଟ ଭାଙ୍ଗି ଦେଇଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଇଟିଭି ଭାରତ
author img

By

Published : Oct 26, 2019, 12:03 PM IST

କେନ୍ଦୁଝର: ହାତୀ ଉପଦ୍ରବ ଥମିବାରେ ନା ଧରୁନାହିଁ । ଚମ୍ପୁଆ ରେଞ୍ଜରେ ବ୍ୟାପକ ପରିମାଣରେ ଧାନ ଫସଲ ନଷ୍ଟ କରିଛନ୍ତି । ଏହା ସହିତ ବିଳମ୍ବିତ ରାତିରେ ପାଟଣା ରେଞ୍ଜ ଦେଇ ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ରେଞ୍ଜକୁ ପ୍ରବେଶ କରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଇଟିଭି ଭାରତ

ଚମ୍ପୁଆ ଛାଡି ୨୩ ଜଣିଆ ହାତୀପଲ ପାଟଣା ରେଞ୍ଜର ଡିମିରିଗୁଡାରେ ଧାନ ଫସଲ ମାଡି ଚକଡି ନଷ୍ଟ କରିଛନ୍ତି । ଏଥି ସହିତ ଡିମିରିଗୁଡ଼ାରେ ଥିବା ଅଖିଳ ନାଏକଙ୍କ ଏକ ଫାର୍ମ ହାଉସର କାନ୍ଥ ଓ ଆଜବେଷ୍ଟ ଭାଙ୍ଗି ଦେଇଛନ୍ତି । ଏହା ସହିତ ବିଳମ୍ବିତ ରାତିରେ ଜ୍ୟୋତିପୁର ଫୁଲକଁଳେଇ କଙ୍କଡା ଗ୍ରାମ ଦେଇ ହାତୀପଲ ତ୍ରିବିନ୍ଧା ଦେଇ ବୈତରଣୀ ନଦୀ ପାର ହୋଇ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ରେଞ୍ଜକୁ ପ୍ରବେଶ କରିଛନ୍ତି । ହାତୀପଲ ଏବେ ବଡ଼ଦେଉଳି ଜଙ୍ଗଲରେ ଥିବା ସୂଚନା ମିଳିଛି । ବନବିଭାଗ ତରଫରୁ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତଙ୍କୁ ଖୁବ ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:Body:ସ୍ଲଗ- ଚମ୍ପୁଆ ଛାଡିଲେ ୨୩ ଟିକିଆ ହାତୀପଲ
ପାଟଣା ରେଞ୍ଜରେ ନଷ୍ଟକଲେ ଧାନ ଫସଲ ଭାଙ୍ଗିଲେ ଫାର୍ମ ହାଉସ ଘର
ଆଙ୍କର - କେନ୍ଦୁଝର ଜିଲ୍ଲା ରେ ହାତୀ ଉପଦ୍ରବ ଥମିବାରେ ନା ଧରୁନାହିଁ। ଚମ୍ପୁଆ ରେଞ୍ଜରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ବିଳମ୍ବିତ ରାତିରେ ଜ୍ୟୋତିପୁର ଫୁଲକଁଳେଇ କଙ୍କଡା ଗ୍ରାମଦେଇ ପାଟଣା ରେଞ୍ଜ ଦେଇ ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ରେଞ୍ଜ କୁ ପ୍ରବେଶ କରିଛନ୍ତି। ପାଟଣା ରେଞ୍ଜର ଡିମିରିଗୁଡା ରେ ଧାନ ଫସଲ ମାଡି ଚକଟି ନଷ୍ଟ କରିଛନ୍ତି। ଏଥି ସହିତ ଡିମିରିଗୁଡ଼ା ରେ ଥିବା ଅଖିଳ ନାଏକ ଙ୍କ ଏକ ଫାର୍ମ ହାଉସ ର କାନ୍ଥ ଓ ଆଜବେଷ୍ଟ ଭାଙ୍ଗିଦେଇଛନ୍ତି। ହାତୀପଲ ତ୍ରିବିନ୍ଧା ଦେଇ ବୈତରଣୀ ନଦୀ ପାରହୋଇ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ରେଞ୍ଜ କୁ ପ୍ରବେଶ କରିଛନ୍ତି ହାତୀପଲ ଏବେ ବଡ଼ଦେଉଳି ଜଙ୍ଗଲରେ ଥିବା ସୂଚନା ମିଳିଛି ବନବିଭାଗ ତରଫରୁ କ୍ଷୟକ୍ଷତି ର ଆକଳନ କରି କ୍ଷତିଗ୍ରସ୍ତ ଙ୍କୁ ଖୁବ ଶୀଘ୍ର କ୍ଷତିପୁରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.