ETV Bharat / state

ବଡ ଭଉଣୀର ହତ୍ୟାକାରୀ ସାନ ଭଉଣୀକୁ ଆଜୀବନ କାରାଦଣ୍ଡ - ଆଜୀବନ କାରାଦଣ୍ଡାଦେଶ

ଗତ 2017 ମସିହା ଅଗଷ୍ଟ 27ରେ ନନ୍ଦିନୀ ଜେନା ହତ୍ୟାକାଣ୍ଡ ଘଟଣା ସାଧାରଣରେ ପାଲଟିଥିଲା ଚର୍ଚ୍ଚାର ବିଷୟ । ଯାହାର ଶୁଣାଣି ଗୁରୁବାର ଦିନ ହେବା ପରେ ଅଭିଯୁକ୍ତ ସାନ ଭଉଣୀକୁ ମିଳିଛି ଆଜୀବନ କାରାଦଣ୍ଡାଦେଶ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
author img

By

Published : Sep 26, 2019, 12:52 PM IST

ଆନନ୍ଦପୁର: ଗତ 2017 ମସିହା ଅଗଷ୍ଟ 27ରେ ନନ୍ଦିନୀ ଜେନା ହତ୍ୟାକାଣ୍ଡ ଘଟଣା ସାଧାରଣରେ ପାଲଟିଥିଲା ଚର୍ଚ୍ଚାର ବିଷୟ । ଯାହାର ଶୁଣାଣି ଗୁରୁବାର ଦିନ ହେବା ପରେ ଅଭିଯୁକ୍ତ ସାନ ଭଉଣୀକୁ ମିଳିଛି ଆଜୀବନ କାରାଦଣ୍ଡାଦେଶ । ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଏନେଇ ରାୟ ଶୁଣାଇବା ସହ 10 ହଜାର ଟଙ୍କାର ଜୋରିମାନା ଧାର୍ଯ୍ୟ କରିଛନ୍ତି । ତେବେ ରାୟ ଶୁଣାଣି ପରେ ଦୋଷୀ ସାବ୍ୟସ୍ତ ସାନ ଭଉଣୀକୁ ଜେଲ ପଠାଇ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ସୂଚନା ମୁତାବକ ବଡ ଭଉଣୀ ନନ୍ଦିନୀ ଜେନା ଓ ଭିଣୋଇ ରତ୍ନାକର ଜେନାଙ୍କ ସହ ରହୁଥିଲା ସାନ ଭଉଣୀ ଝୁନୁରାଣୀ ଦାସ । ବଡ ଭଉଣୀ ପାଖରେ ରହଣୀ ମଧ୍ୟରେ ଭିଣୋଇ ରତ୍ନାକର ସହ ଝୁନୁରାଣୀର ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ । ଏନେଇ ଭିଣୋଇ ପ୍ରେମରେ ଅନ୍ଧ ଝୁନୁରାଣୀ ନିଜ ଭଉଣୀର ତଣ୍ଟି ଚିପି ହତ୍ୟା କରିଥିଲା । ପରେ ପେଟ କାଟୁଛି କହି ନନ୍ଦିନୀକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।

ହେଲେ ସେଠାରେ ଡାକ୍ତର ନନ୍ଦିନୀକୁ ମୃତ ଘୋଷଣା କରିବା ସହ ପୋଷ୍ଟମର୍ଟମ ପରେ ହତ୍ୟାର ପର୍ଦ୍ଦାଫାସ ହୋଇଥିଲା । ପରେ ଦଫା 302 ଆଧାରରେ ମାମଲା ରୁଜୁ କରି ପୋଲିସ ରତ୍ନାକର ଓ ଝୁନୁରାଣୀଙ୍କୁ ଗିରଫ କରିଥିଲା । ହେଲେ ଘଟଣା ସମୟରେ ରତ୍ନାକର ଘରେ ନଥିବାରୁ ପରବର୍ତ୍ତୀ ସମୟରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । କିନ୍ତୁ ନିଜ ଜାଲରେ ଫସି ଯାଇଥିଲା ଝୁନୁରାଣୀ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର-ବଡଭଉଣୀକୁ ହତ୍ୟା ଅଭିଯୋଗରେ ସାନଭଉଣୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ । ଏଥିସହ ୧୦ ହଜାର ଟଙ୍କା ଜୋରିମାନା ଧାର୍ଯ୍ୟ କରିଛନ୍ତି ଅଦାଲତ । ଜୋରିମାନା ଅନାଦେୟ ପୁନର୍ବାର ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ପ୍ରକାଶ ପାଇଛି । ରାୟ ପ୍ରକାଶ ପାଇବା ପରେ ଦୋଷୀ ସାବ୍ୟସ୍ତ ସନଭଉଣୀକୁ ଜେଲ ପଠାଇ ଦିଆଯାଇଛି । ଆନନ୍ଦପୁର ଥାନା ଅକରୁଆ ଗାଁରେ ଗତ ୨୦୧୭ ମସିହା ଅଗଷ୍ଟ ମାସ ୨୭ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ନିଜ ବଡ ଭଉଣୀ ନନ୍ଦିନି ଜେନା ଓ ଭିଣେଇ ରତ୍ନାକର ଜେନାଙ୍କ ସହ ରହୁଥିଲା ସାନ ଭଉଣୀ ଝୁନୁରାଣୀ ଦାସ । ରହଣି ମଧ୍ୟରେ ଭିଣେଇ ରତ୍ନାକର ସହ ଝୁନୁରାଣୀର ଗଢି ଉଠିଥିଲା ପ୍ରେମ ସମ୍ପର୍କ। ଘଟଣା ଦିନ ରାତିରେ ଭିଣେଇ ପ୍ରେମରେ ପାଗଳ ଝୁନୁରାଣୀ ବଡ ଭଉଣୀ ନନ୍ଦିନିକୁ ତଣ୍ଟି ଚିପି ହତ୍ୟା କରିବା ପରେ ପେଟ କାମୁଡୁଛି କହି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।ପୋଷ୍ଟମଟମ ରିପୋର୍ଟ ଆସିବା ପରେ ସବୁ ସତ ପଦାକୁ ଆସିଥିଲା। ପୋଲିସ ଦଫା ୩୦୨ରେ ମାମଲା ରୁଜୁ କରି ରତ୍ନାକର ଓ ଝୁନୁରାଣୀକୁ ଗିରଫ କରିଥିଲା। ତେବେ ଘଟଣା ଦିନ ରତ୍ନାକର ଘରେ ନଥିବାରୁ ଏହି ମାମଲା ରୁ ସେ ଖଲାସ ପାଇଥିଲେ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.