ETV Bharat / state

କାଟାମାଟି ଲୌହ ଖଣି ପାଇଁ ହନ୍ତସନ୍ତ ଦେଓଝର, ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ

କାଟାମାଟି ଲୌହ ଖଣି ପାଇଁ ହନ୍ତସନ୍ତ ସ୍ଥାନୀୟ ବାସିନ୍ଦା। ଫେବ୍ରୃଆରୀ 4ରେ ଜୋରଦାର ହେବ ଆନ୍ଦୋଳନ । ଅଧିକ ପଢନ୍ତୁ....

katamati mines
ଖଣି ପାଇଁ ହନ୍ତସନ୍ତ
author img

By

Published : Jan 28, 2020, 9:44 PM IST

Updated : Jan 28, 2020, 10:22 PM IST

କେନ୍ଦୁଝର: କେନ୍ଦୁଝର ଯୋଡା ବ୍ଳକ ଦେଓଝର ପଞ୍ଚାୟତରେ ଟାଟା କମ୍ପାନୀ କାଟାମାଟି ଲୌହଖଣିରୁ ଲୌହ ଉତ୍ତୋଳନ କରିଆସୁଛି। 2016ରେ କମ୍ପାନୀ କର୍ତ୍ତୃପକ୍ଷ ଏକ ଗ୍ରାମସଭା କରି ଖଣି ଦ୍ବାରା ପ୍ରଭାବିତ ହେଉଥିବା ଅଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୃତି ଦେଇଥିଲେ। ହେଲେ କମ୍ପାନୀ ସେହି ଅଞ୍ଚଳରେ କୈଣସି ବିକାଶ କରୁ ନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏନେଇ ପ୍ରଭାବିତ ଗ୍ରାମବାସୀମାନେ ଗତ 23 ତାରିଖରୁ କମ୍ପାନୀ ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି।

ଖଣି ପାଇଁ ହନ୍ତସନ୍ତ

କମ୍ପାନୀ କର୍ତ୍ତୃପକ୍ଷ କିଛି ନ ଶୁଣିବାରୁ ଫେବ୍ରୃଆରୀ 4ରେ ଆନ୍ଦୋଳନକୁ ଜୋରଦାର କରି ବନ୍ଦ କରିବାକୁ ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏହି ଆନ୍ଦୋଳନକୁ ବିଜେପି ସମର୍ଥନ ଦେବ ବୋଲି ଏକ ପ୍ରେସମିଟରେ ବିଜେପି ନେତା ପ୍ରକାଶ କରିଛନ୍ତି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଫ୍ରେବୁୟାରୀ ୪ ରୁ କାଟାମାଟି ଲୌହ ଖଣିBody:
ଆଙ୍କର- ଯୋଡ଼ା ବ୍ଲକ ଦେଓଝର ପଞ୍ଚାୟତରେ ଟାଟା କମ୍ପାନୀ କାଟାମାଟି ଲୌହ ଖଣିରୁ ଲୌହ ଉତ୍ତୋଳନ କରିଆସୁଅଛି । କମ୍ପାନୀ କତ୍ତୃପକ୍ଷ ୨୦୧୬ ମସିହାରେ ଏକ ଗ୍ରାମସଭାରେ ଉକ୍ତ ଖଣି ଦ୍ୱାରା ପ୍ରଭାବିତ ଅଞ୍ଚଳର ବିକାଶ ନେଇ ପ୍ରତିଶୃତି ଦେଇଥିଲା । କିନ୍ତୁ କମ୍ପାନୀ ଉକ୍ତ ଅଞ୍ଚଳରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ କରୁନାହିଁ । ଏହି ଲୌହ ଉତ୍ତୋଳନ ଦ୍ୱାରା ପ୍ରଭାବିତ ଗ୍ରାମବାସୀମାନେ ଡିସେମ୍ବର ୨୩ ତାରିଖରୁ କମ୍ପାନୀ ଗେଟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଆସୁଛନ୍ତି । କିନ୍ତୁ କମ୍ପାନୀ କତ୍ତୃପକ୍ଷ କିଛି ନ ଶୁଣିବାରୁ ଏହି ଆନ୍ଦୋଳନ କୁ ଜୋରଦାର କରି ଫ୍ରେବୁୟାରୀ ୪ ରୁ ବନ୍ଦ କରାଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଆସନ୍ତା ଫ୍ରେବୁୟାରୀ ୪ ରେ ହେବାକୁ ଆନ୍ଦୋଳନକୁ ବିଜେପି ସମର୍ଥନ ଦେବ ବୋଲି ଏହି ପ୍ରେସ ମିଟ ରେ ପ୍ରକାଶ କରିଛନ୍ତି

ବାଇଟ-୧- କୃଷ୍ଣ ଚନ୍ଦ୍ର ଗାଗରାଇ (ସ୍ଥାନୀୟ ବାସିନ୍ଦା)ଟୋପି ପିନ୍ଧିଥିବା ଲୋକ

ବାଇଟ-୨- ମୁରଲୀ ଶର୍ମା ( ବିଜେପି ନେତା) କଳା କୋର୍ଟ ପିନ୍ଧିଥିବା ଲୋକConclusion:
Last Updated : Jan 28, 2020, 10:22 PM IST

For All Latest Updates

TAGGED:

khaniband
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.