ETV Bharat / state

ହରିଣକୁ ଧକ୍କା ଦେଇ ଟେକି ନେଇ ଯାଉଥିଲେ ଡ୍ରାଇଭର, ଧରିଲା ବନବିଭାଗ - ଜଙ୍ଗଲ ବିଭାଗ

ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ପ୍ରୟାସ ଜାରି ରଖିଛି । କିନ୍ତୁ ତେଲକୋଇ ରେଞ୍ଜ ଅନ୍ତର୍ଗତ ଦୁବୁଲାପାଳ ଠାରେ ଏକ ମୃତ ହରିଣକୁ ଜଙ୍ଗଲ ବିଭାଗ ଉଦ୍ଧାର କରିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କେନ୍ଦୁଝର
author img

By

Published : Oct 4, 2019, 5:09 PM IST

କେନ୍ଦୁଝର: ତେଲକୋଇ ରେଞ୍ଜରେ ଗାଡି ଧକ୍କାରେ ମୃତ ହରିଣକୁ ଜବତ କରିଛି ବନ ବିଭାଗ । ଗାଡି ଧକ୍କାରେ ପ୍ରାଣ ହରାଇଥିବା ହରିଣକୁ ଗାଡି ମାଲିକ ନେବା ସମୟରେ ବନବିଭାଗ ଗିରଫ କରିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କେନ୍ଦୁଝର

ବନ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ଦିବସ ପାଳିତ ହେଉଛି । ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ପ୍ରୟାସ ଜାରି ରଖିଛି । କିନ୍ତୁ ତେଲକୋଇ ରେଞ୍ଜ ଅନ୍ତର୍ଗତ ଦୁବୁଲାପାଳ ଠାରେ ଏକ ମୃତ ହରିଣକୁ ଜଙ୍ଗଲ ବିଭାଗ ଉଦ୍ଧାର କରିଛି ।

ସୂଚନା ଅନୁଯାୟୀ ଛତିଶଗଡ଼ ନମ୍ବର ଥିବା ଏକ ଚାରି ଚକିଆ ଗାଡି ଦୁବୁଲାପାଳ ଦେଇ ଯାଉଥିବା ବେଳେ ହରିଣଟି ରାସ୍ତା ପାର ହେଉଥିବା ସମୟରେ ତାକୁ ଧକ୍କା ଦେଇଥିଲା । ଫଳରେ ହରିଣ ମରିଯାଇଥିବା ଦେଖି ଗାଡି ମାଲିକ ହରିଣ ଟିକୁ ଗାଡି ଭିତରକୁ ଉଠାଇ ନେଇଯାଉଥିଲେ । କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଉକ୍ତ ଗାଡିଟିକୁ ଜବତ କରିବା ସହ ମୃତ ହରିଣକୁ ଜବତ କରି ବ୍ୟବଛେଦ ପାଇଁ ରଖି ତଦନ୍ତ କରୁଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:Body:ସ୍ଲଗ- ଗାଡି ଧକ୍କାରେ ହରିଣ ମୃତ, ହରିଣ ସହ ଗାଡି ଜବତ
ଆଙ୍କର- ଆଜି ବନ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ଦିବସ ପାଳିତ ହେଉଛି । ବନ୍ୟ ପ୍ରାଣୀ କୁ ରକ୍ଷା କରିବା ପାଇଁ ଜଙ୍ଗଲ ବିଭାଗ ପ୍ରୟାସ ଜାରି ରଖିଛି । କିନ୍ତୁ ଆଜି ତେଲକୋଇ ରେଞ୍ଜ ଅନ୍ତର୍ଗତ ଦୁବୁଲାପାଳ ଠାରେ ଏକ ମୃତ ହରିଣକୁ ଜଙ୍ଗଲ ବିଭାଗ ଉଦ୍ଧାର କରିଛି । ପ୍ରକାଶ ଯେ ଛତିଶଗଡ଼ ନମ୍ବର ଥିବା ଏକ ଚାରି ଚକିଆ ଗାଡି ଦୁବୁଲାପାଳ ଦେଇ ଯାଉଥିବା ବେଳେ ହରିଣ ଟି ରାସ୍ତା ପାର ହେଉଥିବା ବେଳେ ତାକୁ ଧକ୍କା ଦେଇଥିଲା । ଫଳରେ ହରିଣ ଟି ମରିଯାଇଥବା ଦେଖି ଗାଡି ମାଲିକ ହରିଣ ଟିକୁ ଗାଡି ଭିତରେ ପୁରେଇ ନେଇଯାଉଥିଲେ । କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଉକ୍ତ ଗାଡିଟିକୁ ଜବତ କରିବା ସହ ମୃତ ହରିଣ କୁ ଜବତ କରି ବ୍ୟବଛେଦ ପାଇଁ ରଖି ତଦନ୍ତ କରୁଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.