ETV Bharat / state

ମୁଖ୍ୟ ଚିକିତ୍ସାଳୟରେ କଏଦୀ ମୃତ

କେନ୍ଦୁଝର ଜିଲ୍ଲା କାରାଗାରରେ ଥିବା ଏକ କଏଦୀର ମୃତ୍ୟୁ ହୋଇଛି। କଏଦୀ ଜଣକ ହେଲେ ହିସାବୁର ଅଞ୍ଚଳର ବିପିନ ନାଏକ ।

ମୁଖ୍ୟ ଚିକିତ୍ସାଳୟରେ କଏଦୀ ମୃତ
author img

By

Published : Aug 21, 2019, 1:07 PM IST

Updated : Aug 21, 2019, 1:30 PM IST

କେନ୍ଦୁଝର: ଆଜି(ବୁଧବାର) ସକାଳେ କେନ୍ଦୁଝର ଜିଲ୍ଲା କାରାଗାରରେ ଥିବା ଏକ କଏଦୀର ମୃତ୍ୟୁ ହୋଇଛି। କଏଦୀ ଜଣକ ହେଲେ ହିସାବୁର ଅଞ୍ଚଳର ବିପିନ ନାଏକ ।

ମୁଖ୍ୟ ଚିକିତ୍ସାଳୟରେ କଏଦୀ ମୃତ୍ୟୁ

ଆଜି(ବୁଧବାର) ସକାଳେ କାରାଗାରରେ ଅସୁସ୍ଥ ହେବା ପରେ ବିପିନଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ, କଏଦୀ ବିପିନ ନାଏକ 2012 ମସିହାରୁ 304 ଦଫାରେ ସଜା କାଟୁଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-କେନ୍ଦୁଝର ଜିଲ୍ଲା କାରାଗାର ରେ ସଜା କାଟୁଥିବା କଏଦୀ ର ମୃତ୍ୟୁ । Body:ଆଙ୍କର- ଆଜି ସକାଳେ କେନ୍ଦୁଝର ଜିଲ୍ଲା କାରାଗାରରେ ଥିବା ଏକ କଏଦୀ ର ମୃତ୍ୟୁ ହୋଇଛି। କଏଦୀ ହେଲେ ହିସାବୁର ଅଞ୍ଚଳର ବିପିନ ନାଏକ ବୋଲି ଜଣା ପଡ଼ିଛି । ଆଜି ସକାଳେ କାରାଗାରରେ ଅସୁସ୍ଥ ହେବା ପରେ ଜ଼ୀଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେବା ପରେ ଡାକ୍ତର ତାକୁ ସେଠାରେ ମୃତ ଘୋଷଣା କରିଛନ୍ତି । 2012 ମସିହାରୁ ରୁ 304 ଦଫା ରେ ସଜା କଟୁଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଦିଆ ଯାଇଛି ।Conclusion:
Last Updated : Aug 21, 2019, 1:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.