ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ବିଡ଼ିଓଙ୍କୁ ଦାବି ପତ୍ର ଦେଲା ବିଜେପି

author img

By

Published : Jun 19, 2021, 12:33 PM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ନେଇ କେନ୍ଦୁଝର ଜିଲ୍ଲା ବିଜେପି ତରଫରୁ ଘସିପୁରା ବିଡ଼ିଓ ଅସିତ୍ ମହାନ୍ତିଙ୍କୁ ଦାବି ପତ୍ର ପ୍ରଦାନ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି,  ବଞ୍ଚିତ ଲୋକଙ୍କ ପାଇଁ ବିଡ଼ିଓଙ୍କୁ ଦବି ପତ୍ର ଦେଲା ବିଜେପି

ଆନନ୍ଦପୁର: ଜିଲ୍ଲା ଘସିପୁରା ବ୍ଲକ୍ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି । ଏହି ଅଭିଯୋଗ ନେଇ କେନ୍ଦୁଝର ଜିଲ୍ଲା ବିଜେପି ସମ୍ପାଦକ ଦୀପକ କୁମାର ଜେନା, ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ଆକାଶ ସାହୁ, ବିଦ୍ୟାଧର ଦାସ, ଶକ୍ତି ମହାନ୍ତି କିଛି ଫଟୋ ସହ ଆବାସରୁ ବଞ୍ଚିତ ଲୋକଙ୍କ ତଥ୍ୟ ନେଇ ଆଜି ଘସିପୁରା ବିଡ଼ିଓ ଅସିତ ମହାନ୍ତିଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ।

ତେବେ ଏନେଇ ନିରପେକ୍ଷ ତଦନ୍ତ କରି ଯେଉଁମାନେ ଯୋଗ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରି ଏଥିରେ ହୋଇଥିବା ଦୁର୍ନୀତିରେ ଜଡିତ ଲୋକଙ୍କୁ ଉପଯୁକ୍ତ ଦଣ୍ଡବିଧାନ କରିବାକୁ ଦାବି ଜଣାଇଥିଲେ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.