ETV Bharat / state

ଲାଞ୍ଚ ନେଇ ଫସିଲେ କିରାଣୀ - ବରିଷ୍ଠ କିରାଣୀ

ବର୍ଦ୍ଧିତ ଦରମା କରାଇ ଦେବାକୁ କହି 1 ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବରିଷ୍ଠ କିରାଣୀ ।

ଲାଞ୍ଚ ନେଇ ଫସିଲେ କିରାଣୀ
author img

By

Published : Nov 20, 2019, 2:32 AM IST

ଆନନ୍ଦପୁର: ପ୍ରଧାନ ଶିକ୍ଷକଙ୍କର ବର୍ଦ୍ଧିତ ଦରମା କରାଇଦେବା ପାଇଁ 1 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ।

clerk arrested by vigilance while taking bribe in anandpur
ଲାଞ୍ଚ ନେଇ ଫସିଲେ କିରାଣୀ
clerk arrested by vigilance while taking bribe in anandpur
ଲାଞ୍ଚ ନେଇ ଫସିଲେ କିରାଣୀ

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସନ୍ତୋଷ କୁମାର ଧୀର ଭଗାନଈର ପ୍ରଧାନ ଶିକ୍ଷକ ନକୁଳଚରଣ ସାହୁଙ୍କ ବର୍ଦ୍ଧିତ ଦରମା କରାଇ ଦେବାକୁ କହି ତାଙ୍କଠାରୁ 1 ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ଏହି ଚଢାଉରେ କେନ୍ଦୁଝର ଓ ବାଲେଶ୍ବର ଭିଜିଲାନସ୍ ବିଭାଗର ୧୦ଜଣ ଅଧିକାରୀ ସାମିଲ ଥିଲେ । ଏଥିସହ ସନ୍ତୋଷ କୁମାର ଧୀରଙ୍କର ପୁରୁଣାବାନ୍ଧଗୋଡାସ୍ଥିତ ପୈତୃକ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିବା ସୂଚନା ମିଳିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର-ପ୍ରଧାନ ଶିକ୍ଷକଙ୍କର ବର୍ଧିତ ଦରମା କରାଇଦେବା ପାଇଁ ୧ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ୍ ହାତରେ ଧରାପଡିଲେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ।କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସନ୍ତୋଷ କୁମାର ଧୀର, ଭଗାନଈର ପ୍ରଧାନ ଶିକ୍ଷକ ନକୁଳ ଚରଣ ସାହୁଙ୍କ ବର୍ଧିତ ଦରମା କରାଇ ଦେବାକୁ କହି ତାଙ୍କଠାରୁ 1ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନସ୍ ହାତରେ ଧରାପଡିଲେ ।ଏହି ଚଢାଉରେ କେନ୍ଦୁଝର ଓ ବାଲେଶ୍ବର ଭିଜିଲାନସ୍ ବିଭାଗର ୧୦ଜଣ ଅଧିକାରୀ ସାମିଲ୍ ଥିଲେ । ଏଥିସହ ସନ୍ତୋଷ କୁମାର ଧୀରଙ୍କର ପୁରୁଣାବାନ୍ଧଗୋଡାସ୍ଥିତ ପୈତୃକ ବାସଭବନରେ ମଧ୍ୟ ଭିଜିଲାନସ୍ ଚଢାଉ କରିଥିବା ସୂଚନା ମିଳିଛି ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.