ETV Bharat / state

ବାଜିଲା ପୌର ନିର୍ବାଚନ ବିଗୁଲ, ନୋମିନେସନ ଫର୍ମ ପାଇଁ ପ୍ରାର୍ଥୀଙ୍କ ଭିଡ଼ - କେନ୍ଦୁଝର ପ୍ରାର୍ଥୀଙ୍କ ନୋମିନେସନ ପାଇଁ ଭିଡ

କେନ୍ଦୁଝର ଜିଲ୍ଲାର ସମସ୍ତ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ପ୍ରାର୍ଥୀ ବାଛିବା ପାଇଁ ପ୍ରୟାସ ଜାରି ରହିଛି । ଏହି ପ୍ରୟାସ ଭିତରେ ବହୁ ଆଶାୟୀ ପ୍ରାର୍ଥୀ ନୋମିନେସନ ଫର୍ମ କିଣିବାରେ ହେଳା କରୁନାହାନ୍ତି । ଅଧିକ ପଢନ୍ତୁ

ବାଜିଲା ପୌର ନିର୍ବାଚନ ବିଗୁଲ, ନୋମିନେସନ ଫର୍ମ ପାଇଁ ପାର୍ଥୀଙ୍କ ଭିଡ଼

author img

By

Published : Mar 3, 2022, 6:09 PM IST

କେନ୍ଦୁଝର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରୁସରୁ ପୌର ନିର୍ବାଚନ ପାଇଁ ନିର୍ବାଚନ କମିଶନ ନୋଟିଫିକେସନ ଜାରି କରିଛନ୍ତି । ଜିଲ୍ଲାର ସମସ୍ତ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ପ୍ରାର୍ଥୀ ବାଛିବା ପାଇଁ ପ୍ରୟାସ ଜାରି ରହିଛି । ଏହି ପ୍ରୟାସ ଭିତରେ ବହୁ ଆଶାୟୀ ପ୍ରାର୍ଥୀ ନୋମିନେସନ ଫର୍ମ କିଣିବାରେ ହେଳା କରୁନାହାନ୍ତି ।

ବାଜିଲା ପୌର ନିର୍ବାଚନ ବିଗୁଲ, ନୋମିନେସନ ଫର୍ମ ପାଇଁ ପାର୍ଥୀଙ୍କ ଭିଡ଼

ଏହି ଫର୍ମ ନେବା ପାଇଁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡ଼ ଜମାଇଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରାର୍ଥୀମାନେ ମଧ୍ୟ ୱାର୍ଡବାସୀଙ୍କ ସେବା କରିବା ପାଇଁ ମୈଦାନକୁ ଓହ୍ଲାଇଥିବା ବେଳେ ଜନସାଧାରଣ ତାଙ୍କୁ ଜିତାଇବେ ବୋଲି ଆଶା ରଖିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.