ETV Bharat / state

ସେବା ସପ୍ତାହ ଅବସରରେ ଆନନ୍ଦପୁର ବିଜେପିର ରକ୍ତଦାନ ଶିବିର - ଆନନ୍ଦପୁରରେ ବିଜେପିର ସେବା ସପ୍ତାହ ଅବସରରେ ରକ୍ତଦାନ ଶିବିର

ଆନନ୍ଦପୁର ଉପଖଣ୍ଡ ରକ୍ତ ଭଣ୍ଡାର ଠାରେ ବିଜେପି ପକ୍ଷରୁ କୋରୋନା ମହାମାରୀ ସମୟରେ ରୋଗୀଙ୍କ ପାଇଁ ରକ୍ତ ଅଭାବ ଜନିତ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଅଧିକ ପଢନ୍ତୁ...

ଆନନ୍ଦପୁରରେ ବିଜେପି ପକ୍ଷରୁ ସେବା ସପ୍ତାହ ଅବସରରେ ରକ୍ତଦାନ ଶିବିର

author img

By

Published : Sep 20, 2020, 6:10 PM IST

ଆନନ୍ଦପୁର: ସେବା ସପ୍ତାହ ଅବସରରେ ରକ୍ତଦାନ ଶିବିର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ସମଗ୍ର ଦେଶରେ ସପ୍ତାହ ବ୍ୟାପି ସେବା ସପ୍ତାହ ଭାବରେ ପାଳନ କରାଯାଉଛି । ଏହି ଅବସରରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି ।

ଆନନ୍ଦପୁରରେ ବିଜେପି ପକ୍ଷରୁ ସେବା ସପ୍ତାହ ଅବସରରେ ରକ୍ତଦାନ ଶିବିର

ଆନନ୍ଦପୁର ଉପଖଣ୍ଡ ରକ୍ତ ଭଣ୍ଡାର ଠାରେ ବିଜେପି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଛି । କୋରୋନା ମହାମାରୀ ସମୟରେ ଉପଖଣ୍ଡ ଅଞ୍ଚଳ ରୋଗୀଙ୍କ ପାଇଁ ରକ୍ତ ଅଭାବ ଜନିତ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ସେବା ସପ୍ତାହ ଅବସରରେ ମଧ୍ୟ ବିଭିନ୍ନ ସେବା ମୂଳକ କାର୍ଯ୍ୟ ହାତକୁ ନେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ପୂର୍ବତନ ସାଂସଦ ଅନନ୍ତ ନାୟକ , ରାଷ୍ଟ୍ରୀୟ କିଷାନ ମୋର୍ଚା ଉପସଭାପତି ମହେଶ୍ବର ସାହୁ , ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିଛନ୍ତି ।

ଆନନ୍ଦପୁରରୁ ସୃତି ରଞ୍ଜନ ବିହାରୀ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.