ETV Bharat / state

ମୋଦିଙ୍କ ଜନ୍ମଦିବସକୁ ‘ସେବା ଦିବସ’ ଭାବେ ପାଳିବ କେନ୍ଦୁଝର ବିଜେପି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ସେବା ଦିବସ ଭାବେ ପାଳିବ କେନ୍ଦୁଝର ଜିଲ୍ଲା ବିଜେପି । ବିଜେପି ଏହି ସେବା ଦିବସରେ ରକ୍ତଦାନ ଶିବିର, ସ୍ବଚ୍ଛ ଭାରତ, ବୃକ୍ଷ ରୋପଣ ସାଙ୍ଗକୁ ପ୍ଲାଷ୍ଟିକ ବର୍ଜନ ଆଦି ବ୍ୟାପକ କାର୍ଯ୍ୟକ୍ରମ ନିଆଯାଇଛି । ଏହି ସୂଚନା ଦେଇଛନ୍ତି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ମୋହନ ଚରଣ ମାଝୀ ।

author img

By

Published : Sep 11, 2019, 9:14 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ସେବା ଦିବସ ଭାବେ ପାଳିବ କେନ୍ଦୁଝର ବିଜେପି । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ । ଏହି ଦିନଟିକୁ ବିଜେପି ପକ୍ଷରୁ ସେବା ଦିବସ ଭାବେ ପାଳିବା ପାଇଁ ସଂକଳ୍ପ ଗ୍ରହଣ କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କେନ୍ଦୁଝର

ଏହି ଦିବସ ଉପଲକ୍ଷେ ବିଜେପି ପକ୍ଷରୁ ଜିଲ୍ଲାର ସମସ୍ତ ନିର୍ଵାଚନ ମଣ୍ଡଳୀରେ ସେବା କାର୍ଯ୍ୟ ସମ୍ପାଦନ କରାଯିବ । ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରେ ମେଡିକାଲରେ ରୋଗୀଙ୍କୁ ଫଳ ବଣ୍ଟନ, ରକ୍ତଦାନ ଶିବିର,ସ୍ବଚ୍ଛ ଭାରତ, ବୃକ୍ଷ ରୋପଣ ସାଙ୍ଗକୁ ପ୍ଲାଷ୍ଟିକ ବର୍ଜନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହା ପ୍ରକାଶ କରିଛନ୍ତି କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ମୋହନ ଚରଣ ମାଝୀ । ଏହା ସହ ଦଳବଳ ନିର୍ବିଶେଷରେ ସମସ୍ତେ ଏହି ସେବା ଦିବସରେ ଯୋଗ ଦେବାପାଇଁ ବିଜେପି ପକ୍ଷରୁ ଆହ୍ବାନ ଦିଆଯାଇଛି ।

କେନ୍ଦୁଝର ରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ସେବା ଦିବସ ଭାବେ ପାଳିବ ବିଜେପିBody:
ଆଙ୍କର-ଆସନ୍ତା ସେପ୍ଟେମ୍ବର୧୭ ତାରିଖରେ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ । ଏହି ଦିନଟିକୁ ବିଜେପି ପକ୍ଷରୁ ସେବା ଦିବସ ଭାବେ ପାଳିବା ପାଇଁସଂକଳ୍ପ ଗ୍ରହଣ କରାଯାଇଛି । ଏହି ଦିବସ ଉପଲକ୍ଷେ ବିଜେପି ପକ୍ଷରୁ ଜିଲ୍ଲାର ସମସ୍ତ ନିର୍ଵାଚନ ମଣ୍ଡଳୀ ରେ ସେବା କାର୍ଯ୍ୟ ସମ୍ପାଦନ କରାଯିବ । ମେଡିକାଲ ରେ ରୋଗୀଙ୍କୁ ଫଳ ବଣ୍ଟନ, ରକ୍ତ ଦାନ ଶିବିର, ବୃକ୍ଷ ରୋପଣ ସାଙ୍ଗକୁ ପ୍ଲାଷ୍ଟିକ ବର୍ଜନ କାର୍ଯ୍ୟକ୍ରମ ହାତକୁ ନେଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି।ଏହା ସହ ଦଳବଳ ନିର୍ବିଶେଷରେ ସମସ୍ତେ ଏହି ସେବା ଦିବସରେ ଯୋଗ ଦେବାପାଇଁ ବିଜେପି ପକ୍ଷରୁ ଆହ୍ୱାନ ଦିଆଯାଇଛି ।
ବାଇଟ- ମୋହନ ଚରଣ ମାଝୀ ( ସଦର ବିଧାୟକ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.