ETV Bharat / state

ଶାସନର 7 ବର୍ଷ ପୂର୍ତ୍ତି, ଘସିପୁରାରେ ଖାଦ୍ୟ ବାଣ୍ଟିଲା ବିଜେପି

author img

By

Published : May 30, 2021, 4:37 PM IST

ଆଜି(ରବିବାର) ଘଷିପୁରା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ 7 ବର୍ଷର ଶାସନ ଭାର ପାଳନ ଅବସରରେ ସେବା ହିଁ ସଙ୍ଗଠନ ପାଳନ କରାଯାଇଛି । ଅଧିକ ପଢନ୍ତୁ...

ଶାସନ 7 ବର୍ଷ ପାଳନ ଅବସରରେ ଘସିପୁରରା ବିଜେପିର ଖାଦ୍ୟ ବଣ୍ଟନ

ଆନନ୍ଦପୁର: ଆଜି(ରବିବାର) ଘଷିପୁରା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ 7 ବର୍ଷର ଶାସନ ଭାର ପାଳନ ଅବସରରେ ସେବା ହିଁ ସଙ୍ଗଠନ ପାଳନ କରାଯାଇଛି ।

ମଦନପୁର ଓ ବିଭିନ୍ନ ଗ୍ରାମରେ ବିଜେପି ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ପୃଥିରାଜ କୁଅଁର ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ହୋଇ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ କୋରୋନା ସଚେତନତା ଓ ଲୋକମାନଙ୍କ ତାପମାତ୍ରା ଚେକିଙ୍କ କରିଥିଲେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.