ETV Bharat / state

ବିଜେପି ପାଳୁଛି ସେବା ସପ୍ତାହ: କେନ୍ଦୁଝର ଜିଲ୍ଲା ବିଜେପିର ରକ୍ତଦାନ ଶିବିର

author img

By

Published : Jun 2, 2021, 7:31 PM IST

ନରେନ୍ଦ୍ର ମୋଦି ସରକାରର ଦ୍ଵିତୀୟ ପାଳିର ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ସେବା ସପ୍ତାହ ପାଳୁଛି ବିଜେପି । ଏହି ଅବସରରେ କେନ୍ଦୁଝର ଜିଲ୍ଲା ବିଜେପି ଆୟୋଜନ କଲା ରକ୍ତଦାନ ଶିବିର । ଅଧିକ ପଢନ୍ତୁ...

ବିଜେପି ପାଳୁଛି ସେବା ସପ୍ତାହ , ରକ୍ତଦାନ ଶିବିର ଆୟୋଜନ କଲା କେନ୍ଦୁଝର ଜିଲ୍ଲା ବିଜେପି

କେନ୍ଦୁଝର: ନରେନ୍ଦ୍ର ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ଦ୍ଵିତୀୟ ବର୍ଷ ପୂର୍ତ୍ତି ହୋଇଛି । ଏହି ଦ୍ବିତୀୟ ବର୍ଷକୁ ସାରା ଦେଶରେ ବିଜେପି ସେବା ସପ୍ତାହ ଭାବେ ପାଳନ କରୁଛି । ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରିଛି କେନ୍ଦୁଝର ଜିଲ୍ଲା ବିଜେପି ।

ଦଳର ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାପତିଙ୍କ ତତ୍ବାବଧାନରେ ଏହି ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ପୂର୍ବରୁ ବିଜେପି କେନ୍ଦୁଝର ଶାଖା ପକ୍ଷରୁ ବିଭିନ୍ନ ଗ୍ରାମରେ ସଚେତନତା ଅଭିଯାନ, ମାସ୍କ, ସାନିଟାଇଜର ଆଦି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଏହି ରକ୍ତଦାନ ଶିବିରରେ ଏକ ଶହରୁ ଊର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ କରିବା ପାଇଁ ବିଜେପି ପକ୍ଷରୁ ଆଶା କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.