ETV Bharat / state

‘CAA କୁ ନେଇ ବିଜେପି ଆଗରୁ ସଚେତନ କରିବାର ଥିଲା’ - BJD reaction on caa support campaign

ଜନଜାଗରଣ ଅଭିଯାନକୁ ନେଇ ବିଜେଡିର ପ୍ରତିକ୍ରିୟା । ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ କରିବା ଆଗରୁ ବିଜେପି ସାରା ଦେଶରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଥିଲା ବୋଲି କହିଛନ୍ତି ସାଂସଦ ପିନାକୀ ମିଶ୍ର । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

caa support campaign
‘CAA କୁ ନେଇ ବିଜେପି ଆଗରୁ ସଚେତନତା କରିବାର ଥିଲା’
author img

By

Published : Jan 5, 2020, 8:30 PM IST

ଭୁବନେଶ୍ବର: ସିଏଏ ବିରୋଧରେ ସାରାଦେଶରେ ବ୍ୟାପକ ହିଂସା ଦେଖାଯିବା ପରେ ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ ପାଇଁ ବାହାରିଛି ବିଜେପି । ଏଥିପାଇଁ ରବିବାର ଠାରୁ ବିଜେପି ଆରମ୍ଭ କରିଛି ଜନଜାଗରଣ ଅଭିଯାନ ।

‘CAA କୁ ନେଇ ବିଜେପି ଆଗରୁ ସଚେତନତା କରିବାର ଥିଲା’

ଏପଟେ ବିଜେପିର ଜନଜାଗରଣ ଅଭିଯାନକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି କି, "ଆଗରୁ ବିଜେପି ସାରା ଦେଶରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଥିଲା । ଆଜି ଯେଉଁ ଜନଜାଗରଣ କରୁଛି ତାହା ଆଗରୁ ହେବାର ଥିଲା । କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ କେନ୍ଦ୍ରାପଡା ଯାଇ ସେଠାରେ ଲୋକଙ୍କୁ ସଚେତନ କରିଛନ୍ତି । ନାଗରିକତା ଆଇନ କଣ ବୁଝାଇଛନ୍ତି । ଯଦି ଏହା ଆଗରୁ ହୋଇଥାନ୍ତା ତେବେ ସାରଦେଶରେ ଯେଉଁଭଳି ଭାବରେ ହିଂସା ଦେଖା ଦେଇଛି ତାହା ହୁଏତ ଏତେଟା ହୋଇନଥାନ୍ତା ବୋଲି କହିଛନ୍ତି ପିନାକୀ ।

ଏହାସହ ସେ ଆହୁରି କହିଛନ୍ତି, ନାଗରିକତା ଆଇନ ସେତେଟା ଗୁରୁତ୍ବପୂର୍ଣ୍ଣ ନୁହେଁ । ଏନଆରସି ହେଉଛି ଅଧିକ କ୍ଷତିକାରକ । ତେଣୁ ଆମେ ତାକୁ ବିରୋଧ କରିଛୁ । ବିଜେଡି ସୁପ୍ରିମୋ ମଧ୍ୟ ଏନେଇ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

Intro:ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ କରିବା ଆଗରୁ ବିଜେପି ସାରା ଦେଶରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଥିଲା। ଆଜି ଯେଉଁ ଜଣଜଗରଣ କରୁଛି ତାହା ଆଗରୁ ହେବାର ଥିଲା ବୋଲି କହିଛନ୍ତି ବିଜେଡି ଲୋକସଭା ସାଂସଦ ପିନାକୀ ମିଶ୍ର। ଆଜି କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ କେନ୍ଦ୍ରାପଡା ଯାଇ ସେଠାରେ ଲୋକଙ୍କୁ ସଚେତନ କରିଛନ୍ତି। ନାଗରିକତା ଆଇନ କଣ ବୁଝାଇଛନ୍ତି। ତେବେ ଯଦି ଏହା ଆଗରୁ ହୋଇଥାନ୍ତା ତେବେ ସର ଦେଶରେ ଯେଉଁଭଳି ଭାବରେ ହିଂସା ଦେଖା ଦେଇଛି ତାହା ହୁଏତ ଏତେଟା ହୋଇନଥାନ୍ତା ବୋଲି କହିଛନ୍ତି ପିନାକୀ। ତେବେ ନାଗରିକତା ଆଇନ ସେତେଟା ଗୁରୁତ୍ବପୂର୍ଣ୍ଣ ନୁହେଁ। NRC ହେଉଛି ଅଧିକ କ୍ଷତିକାରକ। ତେଣୁ ଆମେ ତାକୁ ବିରୋଧ କରିଛୁ। ବିଜେଡି ସୁପ୍ରିମୋ ମଧ୍ୟ ଏନେଇ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବୋଲି ପିନାକୀ କହିଛନ୍ତି।

Body:ବାଇଟ ପିନାକୀ ମିଶ୍ର, ବିଜେଡି ସାଂସଦ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.