ETV Bharat / state

ରକ୍ଷାସୂତ୍ର ପିନ୍ଧାଇ ଟ୍ରାଫିକ ସଚେତନ କଲେ ବିଜୁ ଯୁବବାହିନୀ - କେନ୍ଦୁଝରରେ ବିଜୁ ଯୁବବାହିନୀର ସେଚତନତା କାର୍ଯ୍ୟକ୍ରମ

କେନ୍ଦୁଝରରେ ବିଗୁଡୁଥିବା ଟ୍ରାଫିକ ସମସ୍ୟାକୁ ଦେଖି ବିଜୁ ଯୁବବାହିନୀର ସଚେତନତା କାର୍ଯ୍ୟକ୍ରମ । ଫ୍ଲାଗ କାର୍ଡ ସହ ଲୋକଙ୍କ ହାତରେ ରକ୍ଷାସୂତ୍ର ପିନ୍ଧାଇ ସଚେତନତା କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Oct 16, 2019, 3:59 PM IST

କେନ୍ଦୁଝର: ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଚାଲିଛି । ଯାହାକୁ ନେଇ ଏକ ନିଆରା ଭାବେ ସଚେତନତା କରିଛନ୍ତି କେନ୍ଦୁଝର ବିଜୁ ଯୁବବାହିନୀ । ଫ୍ଲାଗ କାର୍ଡ, ବ୍ୟାନର ଧରି ଲୋକଙ୍କୁ ଟ୍ରାଫିକ ନିୟମ ବିଷୟରେ ସଚେତନତା କରାଇବା ସହ ରକ୍ଷାସୂତ୍ର ପିନ୍ଧାଇ ହେଲମେଟର ଗୁରୁତ୍ବ ବୁଝାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଟ୍ରାଫିକ କଡରେ ଛିଡା ହୋଇ ପ୍ରତ୍ୟେକ ପଥଚାରୀଙ୍କୁ ଟ୍ରାଫିକ ନିୟାମବଳୀ ବୁଝାଇଥିଲେ ଯୁବବାହିନୀ । ଯେଉଁ ବ୍ୟକ୍ତି ହେଲମେଟ ପିନ୍ଧିଥିଲେ ତାଙ୍କୁ ମିଠା ଖୁଆଇ ସ୍ବାଗତ କରାଇଥିଲା । ଏପରିକି କାରରେ ସିଟ୍ ବେଲ୍ଟ ପିନ୍ଧିନଥିବା ଲୋକଙ୍କ ମଧ୍ୟ ଟୀକା ଚନ୍ଦନ ଦେଇ ସଚେତନ କରାଇଥିଲା ଯୁବବାହିନୀ।

କେନ୍ଦୁଝର ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଟ୍ରାଫିକ ସଚେତନତା ବାଣ୍ଟିଲେ ବିଜୁ ଯୁବ ବାହିନୀ କର୍ମୀBody:ଆଙ୍କର- ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢି ଚାଲିଛି । ଏନେଇ ସରକାର ମଧ୍ୟ ଚିନ୍ତାରେ ପଡିଛନ୍ତି । ଟ୍ରାଫିକ ସମସ୍ୟା ସାଙ୍ଗକୁ ଦୁର୍ଘଟଣା ମଧ୍ୟ ବଢୁଛି । ଏଥିପାଇଁ ସରକାର ସମସ୍ତ ବାଇକ ଆରୋହି ଙ୍କୁ ହେଲମେଟ ଓ କାର ଆରୋହି ଙ୍କୁ ସିଟ ବେଲ୍ଟ ବାନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ଏଥିପାଇଁ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ସଚେତନତା ଅଭିଯାନ କରାଯାଉଛି । ଆଜି କେନ୍ଦୁଝର ସହରରେ ବିଜୁ ଯୁବ ବାହିନୀ ପକ୍ଷରୁ ଟ୍ରାଫିକ ସଚେତନତା ଅଭିଯାନ ପାଳନ କରାଯାଉଛି । କେନ୍ଦୁଝର ସହରର ବିଭିନ୍ନ ଟ୍ରାଫିକ କଡରେ ଠିଆ ହୋଇ ପ୍ଲାକ କାର୍ଡ, ବ୍ୟାନର ଧରି ସାଧାରଣ ଲୋକଙ୍କୁ ଟ୍ରାଫିକ ନିୟମ ବିଷୟରେ ସଚେତନ କରିଥିଲେ । ଯୁବ ବାହିନୀର କର୍ମୀ ହେଲମେଟ ଧାରୀଙ୍କୁ ମିଠା ଖୁଆଇବା ସହ ଯିଏ ହେଲମେଟ ନପିନ୍ଧିଛି ତାକୁ କର୍ମୀମାନେ ରକ୍ଷା ସୂତ୍ର ବାନ୍ଧି ସଚେତନତା ବାଣ୍ଟିଥିଲେ । ଏହା ସହ କାର ବେଲ୍ଟ ବାନ୍ଧି ନଥିବା ଲୋକଙ୍କୁ ମଧ୍ୟ କର୍ମୀମାନେ ଟୀକା ଓ ଚନ୍ଦନ ଦେଇ ସଚେତନତା କରିଥିଲେ ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.