ETV Bharat / state

ଦୁଇ ଜିଲ୍ଲା ଭିତରେ ସମ୍ପର୍କର ସେତୁ ତିନି ବାଉଁଶ ପୋଲ - keonjhar

ବିକାଶ ନାଁରେ ମିଳୁଛି ମିଛ ପ୍ରତିଶୃତି । ନଦୀ ଉପରେ ପୋଲ ନାହିଁ ତ କେଉଁଠି ଅଧାପନ୍ତରିଆ ହୋଇ ପଡିରହିଛି ଏହାର ନିର୍ମାଣ କାର୍ଯ୍ୟ । ଯିବା ଆସିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି କେନ୍ଦୁଝର ଚମ୍ପୁଆ ବ୍ଲକର ପଦ୍ମପୁର ଗାଁ ଲୋକ। ଏହି ସମୟରେ ସାହାରା ସାଜିଛି ବାଉଁଶ ପୋଲ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କେନ୍ଦୁଝର
author img

By

Published : Mar 14, 2019, 3:21 PM IST

କେନ୍ଦୁଝର : ବିକାଶ ନାଁରେ ଡିଣ୍ଡିମ ପିଟୁଛନ୍ତି ସରକାର । କିନ୍ତୁ ବାସ୍ତବରେ ଏହା କେତେ ସତ, ନଦେଖିଲେ ଜାଣି ହେବନାହିଁ । ରାଜ୍ୟରେ ଏପରି ବହୁ ନଦୀ ଉପରେ ପୋଲ ନାହିଁ ତ କେଉଁଠି ଅଧାପନ୍ତରିଆ ହୋଇ ପଡିରହିଛି ଏହାର ନିର୍ମାଣ କାର୍ଯ୍ୟ । ଏପରି ଏକ ପୋଲ ହେଉଛି କେନ୍ଦୁଝର ଚମ୍ପୁଆ ବ୍ଲକର ପଦ୍ମପୁର ଗାଁର । ଯାତାୟତ କରିବାକୁ ହଇରାଣ ହେଉଛନ୍ତି ଅଞ୍ଚଳବାସୀ । ଏପରି ଅବସ୍ଥାରେ ସାହାରା ସାଜିଛି ବାଉଁଶ ପୋଲ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କେନ୍ଦୁଝର

ଏହି ଅଞ୍ଚଳ ଦେଇ ପୂଣ୍ୟତୋୟା ବୈତରଣୀ ନଦୀ ପ୍ରବାହିତ ହେଉଛି । ଏହି ନଦୀ ପାର ହେଲେ ପଡୋଶୀ ମୟୂରଭଞ୍ଜ ଜିଲ୍ଲା । ନଦୀ ଉପରେ ବହୁ ଦାବି ପରେ ଏକ ପୋଲ ନିର୍ମାଣ କାର୍ଯ୍ୟ ୨୦୧୨ ମସିହାରୁ ଆରମ୍ଭ ହୋଇଥିଲା । କିନ୍ତୁ ଏହି ପୋଲ ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସରିବାର ନାଁ ନେଉ ନାହିଁ । ଫଳରେ ଏହି ଦୁଇ ଜିଲ୍ଲାବାସୀଙ୍କ ଏକ ମାତ୍ରା ସାହାରା ସାଜିଛି କାଠ ପୋଲ ।

ଏହି ଚିରସ୍ରୋତା ନଦୀରେ କାଠ ବାଉଁଶ ପୋଲ ଉପରେ ବିପଦ ସଙ୍କୁଳ ଭାବେ ଲୋକେ ଯିବା ଆସିବା କରୁଛନ୍ତି । ଏହି ନଦୀ ଉପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ନିର୍ମାଣ କରାଯାଇଛି ତିନୋଟି ବାଉଁଶ ପୋଲ । ଏହି ପୋଲ ଉପରେ ଦୁଇ ଜିଲ୍ଲାର ଶହ ଶହ ଅଧିବାସୀ ପ୍ରତିଦିନ ଯିବା ଆସିବା କରୁଛନ୍ତି । ବହୁ ସମୟରେ ରୋଗୀଙ୍କୁ ଏହି ପୋଲ ମାଧ୍ୟମରେ କଷ୍ଟ ସହି ଯିବାକୁ ପଡୁଛି । ଏନେଇ ଅଞ୍ଚଳବାସୀ ବହୁବାର ସ୍ବର ଉତ୍ତୋଳନ କରିଥିଲେ ମଧ୍ୟ ପୋଲ ନିର୍ମାଣକାର୍ଯ୍ୟ ଶେଷ ହେଇପାରୁନାହିଁ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଏହି ପୋଲ ନିର୍ମାଣ କାର୍ଯ୍ୟ ବିଭିନ୍ନ କାରଣରୁ ଅଟକି ଥିଲା । ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ନିର୍ମାଣ କାମ ସରିଯିବ ବୋଲି କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

An arranged marriage with a ridiculous condition”: That’s how the trailer of upcoming comedy Marudhar Express describes the film’s premise.

Directed by Vishal Mishra (Hotel Milan, Coffee With D), the film follows a timid man, played by Kunaal Roy Kapur, whose marriage is arranged to Tara Alisha Berry’s character on the condition that they produce a child within a year of wedlock. Under pressure, the protagonist is unable to perform. Produced by Raywings Entertainment & Atharva Motion Pictures, Marudhar Express is scheduled to be released on April 12.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.