ETV Bharat / state

ବଡ଼ବିଲ ପୌରାଞ୍ଚଳ ସଟଡାଉନ ଅବଧି ୨୦ ତାରିଖ ଯାଏଁ ବୃଦ୍ଧି - ବଡ଼ବିଲ ପୌରାଞ୍ଚଳ ସଟଡାଉନ ଅବଧି

ବଡ଼ବିଲରେ ଶୁକ୍ରବାର ୬ ଜଣ କୋରୋନା ଆକ୍ରାନ୍ତକୁ ମିଶାଇ ୫୯ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ଜିଲ୍ଲାପାଳ ବଡ଼ବିଲ ପୋୖରାଞ୍ଚଳକୁ ଗତ ୫ ତାରିଖରୁ ୭ ଦିନ ପାଇଁ ବଢ଼ାଇ ୧୧ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଥିଲେ ।

ବଡ଼ବିଲ ପୌରାଞ୍ଚଳ ସଟଡାଉନ ଅବଧି ୨୦ ତାରିଖ ଯାଏଁ ବୃଦ୍ଧି

author img

By

Published : Jul 11, 2020, 3:22 AM IST

କେନ୍ଦୁଝର: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଜିଲ୍ଲାରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୭୮ରେ ପହଞ୍ଚିଛି । ଜିଲ୍ଲାରେ ପ୍ରଶାସନର ବଡ଼ବିଲ ଚିନ୍ତାର କାରଣ ହୋଇଛି । ବଡ଼ବିଲରେ ଶୁକ୍ରବାର ୬ ଜଣ କୋରୋନା ଆକ୍ରାନ୍ତକୁ ମିଶାଇ ୫୯ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ଜିଲ୍ଲାପାଳ ବଡ଼ବିଲ ପୋୖରାଞ୍ଚଳକୁ ଗତ ୫ ତାରିଖରୁ ୭ ଦିନ ପାଇଁ ବଢ଼ାଇ ୧୧ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଥିଲେ ।

ବଡ଼ବିଲ ପୌରାଞ୍ଚଳ ସଟଡାଉନ ଅବଧି ୨୦ ତାରିଖ ଯାଏଁ ବୃଦ୍ଧି
ବଡ଼ବିଲ ପୌରାଞ୍ଚଳ ସଟଡାଉନ ଅବଧି ୨୦ ତାରିଖ ଯାଏଁ ବୃଦ୍ଧି

ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲାପାଳ ଏହି ସଟଡାଉନକୁ ବଢ଼ାଇ ୨୦ତାରିଖ ପର୍ଯ୍ୟନ୍ତ କରିଛନ୍ତି । ଶନିବାର ଓ ରବିବାର ଦୁଇ ଦିନ ଜିଲ୍ଲାରେ ସଟଡାଉନ ଥିବା ବେଳେ ଏହାକୁ କଡାକଡ଼ି ଭାବେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.