ETV Bharat / state

ବଡ଼ବିଲ ପୌରପାଳିକାରେ ସଟଡାଉନ ଅବଧି ବୃଦ୍ଧି - ବଡ଼ବିଲ ପୌରପାଳିକା

ଦିନକୁ ଦିନ କେନ୍ଦୁଝର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହା ଜିଲ୍ଲାରେ ବଡ଼ବିଲ ପୌରପାଳିକା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି ।

shutdown extend
ବଡ଼ବିଲ ପୌରପାଳିକାରେ ସଟଡାଉନ ଅବଧି ବୃଦ୍ଧି
author img

By

Published : Jul 18, 2020, 10:53 AM IST

କେନ୍ଦୁଝର: ଦିନକୁ ଦିନ କେନ୍ଦୁଝର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହା ଜିଲ୍ଲାରେ ବଡ଼ବିଲ ପୌରପାଳିକା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି ।

shutdown extend
ବଡ଼ବିଲ ପୌରପାଳିକାରେ ସଟଡାଉନ ଅବଧି ବୃଦ୍ଧି

ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଜୁଲାଇ ୧୯ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପୌରପାଳିକା ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ସଟଡାଉନ ଘୋଷଣା କରିଥିଲେ । ତଥାପି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସଟଡାଉନ ଅବଧିକୁ ଆଉ ସାତ ଦିନ ପାଇଁ ବଢାଇଛନ୍ତି ଜିଲ୍ଲା ପ୍ରଶାସନ । ଆସନ୍ତା ୨୬ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଆଇନ ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.