ETV Bharat / state

କଣ୍ଟେନମେଣ୍ଟ ଜୋନ ଗାଁରେ ସଚେତନତା କାର୍ଯ୍ୟକ୍ରମ - କଣ୍ଟେନମେଣ୍ଟ ଜୋନ ଗାଁରେ ସଚେତନତା କାର୍ଯ୍ୟକ୍ରମ

କଣ୍ଟେନମେଣ୍ଟ ଜୋନ ଗାଁରେ ସଚେତନତା କାର୍ଯ୍ୟକ୍ରମ। ନଣ୍ଡାବରରେ ୨୨ଜଣ କୋରୋନା ପଜିଟିଭ ଚିହ୍ନଟ ପରେ ଗାଁକୁ କରାଯାଇଥିଲା କଣ୍ଟେନମେଣ୍ଟ ଜୋନ । ଅଧିକ ପଢନ୍ତୁ...

awareness programme in containment village
କଣ୍ଟେନମେଣ୍ଟ ଜୋନ ଗାଁରେ ସଚେତନତା କାର୍ଯ୍ୟକ୍ରମ
author img

By

Published : Sep 4, 2020, 11:21 AM IST

ଆନନ୍ଦପୁର : କଣ୍ଟେନମେଣ୍ଟ ଜୋନ ଗାଁରେ ସଚେତନତା କାର୍ଯ୍ୟକ୍ରମ । କେନ୍ଦୁଝର ଜିଲ୍ଲା ନଣ୍ଡାବରରେ ୨୨ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଫଳରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଥିଲା ।

କଣ୍ଟେନମେଣ୍ଟ ଜୋନ ଗାଁରେ ସଚେତନତା କାର୍ଯ୍ୟକ୍ରମ

ଶୁକ୍ରବାର ଏଡିଏମ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କଣ୍ଟେନମେଣ୍ଟ ଜୋନରେ ଥିବା ଲୋକଙ୍କ ସମସ୍ୟା ବୁଝିବା ପାଇଁ ସ୍ଥାନୀୟ ଅଧିକାରୀଙ୍କୁ କହିଥିଲେ । ଏହି ଗସ୍ତରେ ଏଡିଏମଙ୍କ ସହିତ ଘଷିପୁରା ବିଡ଼ିଓ ,ତହସିଲଦାର, ଅତିରିକ୍ତ ତହସିଲଦାର ଉପସ୍ଥିତ ରହିଥିଲେ । ସ୍ଥାନୀୟ ଆରଆଇ,ଏଏନଏମ , ସ୍ବାସ୍ଥ୍ୟକର୍ମୀ, ପଞ୍ଚାୟତ ପିଇଓ, ଗାଁର କୋରୋନା କମିଟି ସଦସ୍ୟଙ୍କ ସହ ଏଡିଏମ ଆଲୋଚନା ମଧ୍ୟ କରିଥିଲେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.