ETV Bharat / state

ସାନ ଭାଇର ତୀର ମାଡରେ ବଡ ଭାଇ ଗୁରୁତର

author img

By

Published : Oct 13, 2019, 11:40 PM IST

ଝଗଡ଼ାରୁ ବଡ଼ ଭାଇକୁ ତୀର ମାରିଲା ସାନ ଭାଇ । ତୀରଟି ଛାତିରେ ପଶିଯାଇଥିବା ବେଳେ ଗୁରୁତର ଅବସ୍ଥାରେ କେନ୍ଦୁଝର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଘଟଗାଁ ଥାନା ଅନ୍ତର୍ଗତ ପିପିଲିଆ ନିକଟସ୍ଥ କାଳିଆବେଡାରେ ସାନ ଭାଇର ତୀର ମାଡରେ ବଡ଼ ଭାଇ ଗୁରୁତର । ସାନ ଭାଇ ଶୁକ୍ରା ମୁଣ୍ଡା ଭାଉଜ ସହ ଝଗଡା କରିଥିଲା । କଳହ ଅଧିକ ହେବାରୁ ଭାଉଜକୁ ତୀର ମାରି ଥିବା ସମୟରେ ସାମ୍ନାକୁ ଚାଲି ଆସିଥିଲା ବଡ଼ ଭାଇ ବାବୁଲା ମୁଣ୍ଡା ।

ସାନ ଭାଇର ତୀର ମାଡ଼ରେ ବଡ଼ ଭାଇ ଗୁରୁତର

ଘଟଣାରେ ବଡ଼ ଭାଇର ବାମ ପଟ ଛାତିରେ ତୀର ପଶି ଯାଇଥିବା ବେଳେ ଭୟରେ କେହି ସମ୍ମୁଖକୁ ଆସି ନଥିଲେ । ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ବାବୁଲାକୁ ଆଣାଯାଇଥିବା ବେଳେ ବର୍ତ୍ତମାନ ଚିକିତ୍ସା ଚାଲୁ ରହିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ସାନ ଭାଇର ତିର ମାଡରେ ବଡ଼ ଭାଇ ଗୁରୁତରBody:
ଆଙ୍କର - କେନ୍ଦୁଝର ଘଟଗାଁ ଥାନା ଅନ୍ତର୍ଗତ ପିପିଲିଆ ନିକଟସ୍ଥ କାଳିଆବେଡା ଠାରେ ସାନ ଭାଇ ର ତିର ମାଡରେ ବଡ଼ ଭାଇ ଗୁରୁତର । ସାନ ଭାଇ ଶୁକ୍ରା ମୁଣ୍ଡା ଭାଉଜ ସହ ଝଗଡା କରି ସବୁଦିନ ପାଇଁ ତାକୁ ସଂସାର ରୁ ବିଦା କରିବା ପାଇଁ ତିର ମାରି ଥିବା ସାମ୍ନା କୁ ଚାଲି ଆସିଥିଲା ବଡ଼ ଭାଇ ବାବୁଲା ମୁଣ୍ଡା । ଏହି ଘଟଣାରେ ବଡ଼ ଭାଇ ର ବାମ ପଟ ଛାତିରେ ତିର ପଶି ଯାଇଥିବା ବେଳେ ଭୟରେ କେହି ସମ୍ମୁଖ କୁ ଆସି ନଥିଲେ । ବାବୁଲାର ବଡ଼ ଭଉଣୀ ବାବୁଲା କୁ ତିର ସହ ଉଦ୍ଧାର କରି ଆମ୍ବୁଲାନ୍ସ କୁ ଡକାଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ । ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ପରୀକ୍ଷା କରି ଅପରେସନ କରିବାକୁ ନିଆ ଯାଇଛି । ବର୍ତ୍ତମାନ ବାବୁଲା ସୁସ୍ଥ ଥିଲେ ମଧ୍ୟ ବିପଦ ମୁକ୍ତ ନୁହନ୍ତି ।
ବାଇଟ-୧-ବାବୁଲା ମୁଣ୍ଡା ( ଗୁରୁତର)
ବାଇଟ-୨-ସୁକାନ୍ତି ମୁଣ୍ଡା ( ବାବୁଲା ର ସ୍ତ୍ରୀ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.