ETV Bharat / state

ଆନ୍ଦୋଳନକୁ ଓହ୍ଲାଇଲେ କୋରୋନା ମୁକାବିଲାରେ ନିୟୋଜିତ ଆମ୍ବୁଲାନ୍ସ ଡ୍ରାଇଭର - ଆନ୍ଦୋଳନକୁ ଓହ୍ଲାଇଲେ ଆମ୍ବୁଲାନ୍ସ ଡ୍ରାଇଭର

ଏକ ମାସ ଧରି ନିଜ ଜୀବନକୁ ବିପଦରେ ପକାଇ କୋରୋନା ମୁକାବିଲାରେ ଆମ୍ବୁଲାନ୍ସ ଡ୍ରାଇଭର ମାନେ ନିୟୋଜିତ ରହିଛନ୍ତି । ହେଲେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଦିଆଯାଉନାହିଁ । ସେଥିପାଇଁ ଜିଲ୍ଲାରେ କାର୍ଯ୍ୟରତ ଆମ୍ବୁଲାନ୍ସ ଡ୍ରାଇଭରମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ...

Ambulance drivers of kendujhar on strike, demanding ppe in workplace
ଆନ୍ଦୋଳନକୁ ଓହ୍ଲାଇଲେ କୋରୋନା ମୁକାବିଲାରେ ନିୟୋଜିତ ଆମ୍ବୁଲାନ୍ସ ଡ୍ରାଇଭର
author img

By

Published : May 2, 2020, 11:56 AM IST

Updated : May 2, 2020, 12:10 PM IST

କେନ୍ଦୁଝର: ଏକ ମାସ ଧରି ନିଜ ଜୀବନକୁ ବିପଦରେ ପକାଇ କୋରୋନା ମୁକାବିଲାରେ ଆମ୍ବୁଲାନ୍ସ ଡ୍ରାଇଭର ମାନେ ନିୟୋଜିତ ରହିଛନ୍ତି । ହେଲେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଦିଆଯାଉନାହିଁ । ସେଥିପାଇଁ ଜିଲ୍ଲାରେ କାର୍ଯ୍ୟରତ ଆମ୍ବୁଲାନ୍ସ ଡ୍ରାଇଭରମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହା ସହ କାର୍ଯ୍ୟକ୍ଷେତ୍ରରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି ।

ଆନ୍ଦୋଳନକୁ ଓହ୍ଲାଇଲେ କୋରୋନା ମୁକାବିଲାରେ ନିୟୋଜିତ ଆମ୍ବୁଲାନ୍ସ ଡ୍ରାଇଭର
Ambulance drivers of kendujhar on strike, demanding ppe in workplace
ଆନ୍ଦୋଳନକୁ ଓହ୍ଲାଇଲେ କୋରୋନା ମୁକାବିଲାରେ ନିୟୋଜିତ ଆମ୍ବୁଲାନ୍ସ ଡ୍ରାଇଭର

ନିଜ ଜୀବନକୁ ବାଜି ଲଗାଇ ଡ୍ରାଇଭରମାନେ ଯେ କୌଣସି ମୁହୂର୍ତ୍ତରେ କୋରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଉଛନ୍ତି । ହେଲେ ସେମାନଙ୍କୁ କୌଣସି ସୁରକ୍ଷା କିଟ କିମ୍ବା ମାସ୍କଟିଏ ମଧ୍ୟ ଦିଆ ଯାଉନାହିଁ । ଏ ନେଇ ବହୁଥର ଗୁହାରି କରିଥିଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେଥିପାଇଁ ୬୦ରୁ ଉର୍ଦ୍ଧ୍ବ ଆମ୍ବୁଲାନ୍ସ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି ।

ଯଥାଶୀଘ୍ର ସେମାନଙ୍କ ଦାବି ଗୁଡିକ ପୂରଣ ନହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଜୋରଦାର କରିବାକୁ ଡ୍ରାଇଭର ମାନେ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ଆରଟିଓ, ସିଡିଏମଓ ଓ ଜିଲ୍ଲାପ୍ରଶାସନ ମଧ୍ୟରେ ତାଳମେଳର ଅଭାବ କାରଣରୁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : May 2, 2020, 12:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.