ETV Bharat / state

ଅବହେଳା ହେଉଥିବା ଅଭିଯୋଗରେ ଆନନ୍ଦପୁର ଉପଖଣ୍ଡ ବୁଦ୍ଧିଜୀବୀଙ୍କ ବିରୋଧ - anandapur negligence protest

ଜିଲ୍ଲାର ଆନନ୍ଦପୁର ଉପଖଣ୍ଡକୁ ଅନେକ କ୍ଷେତ୍ରରେ ଅବହେଳା କରାଯାଉଥିବା ବେଳେ ଏସବୁକୁ ବିରୋଧ କରି ତାତିଛନ୍ତି ଉପଖଣ୍ଡର ବୁଦ୍ଧିଜୀବୀ । ଅଧିକ ପଢନ୍ତୁ...

ଅବହେଳା ହେଉଥିବା ଅଭିଯୋଗରେ ଆନନ୍ଦପୁର ଉପଖଣ୍ଡର ବୁଦ୍ଧିଜୀବୀଙ୍କ ବିରୋଧ

author img

By

Published : Mar 21, 2021, 10:34 PM IST

ଆନନ୍ଦପୁର : କେନ୍ଦଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡକୁ ଅନେକ କ୍ଷେତ୍ରରେ ଅବହେଳା କରାଯାଉଥିବା ବେଳେ ଏସବୁକୁ ବିରୋଧ କରି ତାତିଛନ୍ତି ଉପଖଣ୍ଡର ବୁଦ୍ଧିଜୀବୀ । ଘଷିପୁରା ଝାଡେଶ୍ୱର ମନ୍ଦିର ନିକଟରେ ବରିଷ୍ଠ ନାଗରିକ, ସାମ୍ବାଦିକ ଏବଂ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାମାନେ ଏକ ବୈଠକର ଆୟୋଜନ କରିଥିଲେ । ଯେଉଁଥିରେ ଏକ କମିଟି ଗଠନ କରାଯାଇଛି ।

ଅବହେଳା ହେଉଥିବା ଅଭିଯୋଗରେ ଆନନ୍ଦପୁର ଉପଖଣ୍ଡର ବୁଦ୍ଧିଜୀବୀଙ୍କ ବିରୋଧ

ଏଥିରେ ଆନନ୍ଦପୁରକୁ ରେଳପଥ ସଂଯୋଗ, ଇସ୍ପାତ କାରଖାନା, ମେଡ଼ିକାଲ କଲେଜ ଆଦି ବିଭିନ୍ନ ପ୍ରକାର ଦାବିକୁ ନେଇ ଆଗାମୀ ଦିନରେ ଆନନ୍ଦପୁର ବାସିନ୍ଦାଙ୍କ ସଂଘର୍ଷ ଜାରି ରଖିବାକୁ ଆହ୍ୱାନ ଦିଆଯାଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.