ETV Bharat / state

ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ, କେନ୍ଦୁଝରରେ ୭୮% ମତଦାନ

ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ଵାଚନର ତୃତୀୟ ପର୍ଯ୍ୟୟ ମତଦାନ ସରିଯାଇଛି । କେନ୍ଦୁଝର ଜିଲ୍ଲାରେ ୭୮.୧୬% ଭୋଟର ମତଦାନ କରିଥିବା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି ।

author img

By

Published : Apr 24, 2019, 12:44 PM IST

ଫଟୋ ସୌଜନ୍ୟ: ସମ୍ବାଦଦାଦା କେନ୍ଦୁଝର

କେନ୍ଦୁଝର: ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ଵାଚନର ତୃତୀୟ ପର୍ଯ୍ୟୟ ମତଦାନ ସରିଯାଇଛି । କେନ୍ଦୁଝର ଜିଲ୍ଲାରେ ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଜନତା ତାଙ୍କ ନେତାଙ୍କୁ ଭୋଟ ଦେଇଛନ୍ତି । ଜିଲ୍ଲାରେ ୭୮.୧୬% ଭୋଟର ମତଦାନ କରିଥିବା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାଦା କେନ୍ଦୁଝର

ଭୋଟ ପରେ ଇଭିଏମ ମଧ୍ୟ ଆସି ଭୋଟଗ୍ରହଣ କେନ୍ଦ୍ରରେ ପହଁଛି ଯାଇଛି । ଜିଲ୍ଲାର କିଛି ସ୍ଥାନକୁ ଛାଡିଲା ପରେ ସବୁ ଭୋଟ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ସହ ନିର୍ଵାଚନ ଅନୁଷ୍ଠିତ ହୋଇଯାଇଛି ।

ତେଲକୋଇ ନିର୍ଵାଚନ ମଣ୍ଡଳୀର ତିନୋଟି ବୁଥରେ ଭୋଟ ବର୍ଜନ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏହି ତିନୋଟି କେନ୍ଦ୍ରରେ ପୁନର୍ବାର ଭୋଟ ହେବନାହିଁ ବୋଲି ଜିଲ୍ଲା ପ୍ରଶାସନ ଜଣାଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

df

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.