ETV Bharat / state

କଠୋର ହେଲା ପ୍ରଶାସନ, କୋଭିଡ ଉଲଙ୍ଘନକାରୀଙ୍କ ଦୋକାନ ସିଲ

ମାନୁନାହାନ୍ତିଁ ଅମାନିଆ । ଏନେଇ ଅମାନିଆଙ୍କ ଦୋକାନ ସିଲ କଲା କେନ୍ଦୁଝର ପ୍ରଶାସନ । ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କୋରୋନା ନିୟମକୁ ଫୁ କରି ଉଡାଇ ଦେଉଥିବା କିଛି ବ୍ୟକ୍ତିଙ୍କୁ ଏହା ଏବେ ମହଙ୍ଗା ପଡିଛି । ଅଧିକ ପଢନ୍ତୁ...

author img

By

Published : Sep 20, 2020, 10:39 AM IST

Administration sealed the Covid violators shop
କଠୋର ହେଲା ପ୍ରଶାସନ, କୋଭିଡ ଉଲଙ୍ଘନକାରୀଙ୍କ ସିଲ କଲା ଦୋକାନ

କେନ୍ଦୁଝର: ମାନୁନାହାଁନ୍ତ ଅମାନିଆ । ଦୋକାନ ସିଲ କଲା ପ୍ରଶାସନ । ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କୋରୋନା ନିୟମକୁ ଫୁ କରି ଉଡାଇ ଦେଉଥିବା କିଛି ବ୍ୟକ୍ତିଙ୍କୁ ଏହା ଏବେ ମହଙ୍ଗା ପଡିଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବକୁ ବଜାୟ ରଖିବାକୁ ପ୍ରଶାସନ ସମସ୍ତଙ୍କୁ ଅନୁରୋଧ କରୁଛି । କିନ୍ତୁ ଏହି ନିୟମକୁ ବହୁ ସମୟରେ ସାଧାରଣ ଲୋକେ ଅଣଦେଖା କରୁଥିବା ଦେଖିବାକୁ ମିଳିଛି ।

ଗତକାଲି ସନ୍ଧ୍ୟାରେ କେନ୍ଦୁଝର ମାଇନିଂ ରୋଡ଼, କାଶୀପୁର, ଡେଲି ମାର୍କେଟ ଆଦି ସ୍ଥାନରେ ବିଭିନ୍ନ ଦୋକାନରେ ଭିଡ଼ ଦେଇବାକୁ ମିଳିଥିଲା । ଏହି ଭିଡ଼କୁ କମେଇବା ପାଇଁ ବାରମ୍ବାର ତାଗିଦ କରାଯାଉଥିଲେ ମଧ୍ୟ ଲୋକେ ମାନୁ ନଥିବାରୁ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଛି । ଯେଉଁ ଦୋକାନୀ ମାନେ ମାସ୍କ କି ସାମାଜିକ ଦୂରତ୍ବକୁ ମାନୁ ନାହାନ୍ତି ତାଙ୍କୁ ଫାଇନ କରିବା ସହ କିଛି ଦୋକାନକୁ ମଧ୍ୟ ସିଲ କରିଛି ପ୍ରଶାସନ ।

ଆଗାମୀ ଦିନରେ ଏଭଳି ଅମାନିଆଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.