ETV Bharat / state

ଗ୍ରୀଲ ତାଡି ଲୁଟିନେଲେ 3 ଲକ୍ଷ ମୂଲ୍ୟର ଗହଣା - 3 lakhs of ornaments looted in keonjhar

କେନ୍ଦୁଝର ଯୋଡ଼ା ଥାନା ଆଜାଦବସ୍ତି ଅଂଚଳରେ ରହୁଥିବା ଗୋପୀ କୁମାରଙ୍କ ଘରୁ ଚୋରି ପାଖାପାଖି ସାଢ଼େ ୩ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଥିବା ଯୋଡ଼ା ଥାନାରେ ଅଭିଯୋଗ ହୋଇଛି ।

loot in keonjhar
ଗ୍ରୀଲ ତାଡି ଲୁଟିନେଲେ 3 ଲକ୍ଷ ଟଙ୍କାର ଗହଣା
author img

By

Published : Dec 16, 2019, 9:04 PM IST

କେନ୍ଦୁଝର: ଯୋଡ଼ା ଥାନା ଆଜାଦବସ୍ତି ଅଂଚଳରେ ବଡ଼ ଧରଣର ଚୋରି । ଯୋଡ଼ା ଆଜାଦ ବସ୍ତି ସ୍ଥିତ ମହେଶ ସିଂଙ୍କ ଭଡ଼ାଘରେ ରହୁଥିବା ଗୋପୀ କୁମାରଙ୍କ ଘରୁ ଚୋରି ହୋଇଥିବା ଜଣାପଡିଛି । ପାଖାପାଖି ସାଢ଼େ ୩ ଲକ୍ଷ ଟଙ୍କାର ସୁନା ଗହଣା, ଦେଢ ହଜାର ଟଙ୍କା, ଶାଢୀ ଓ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବା ଯୋଡ଼ା ଥାନାରେ ଅଭିଯୋଗ ହୋଇଛି ।

ଗ୍ରୀଲ ତାଡି ଲୁଟିନେଲେ 3 ଲକ୍ଷ ଟଙ୍କାର ଗହଣା

ଘରେ କେହି ନଥିବାର ସୁଯୋଗ ନେଇ ଗ୍ରୀଲ ତାଡି ଘରେ ପଶିଥିଲେ ଦୁର୍ବୃତ୍ତ । ଘରେ ଥିବା ଆଲମାରୀ ଭଙ୍ଗାଯାଇଥିବା ସହ ଆସବାବପତ୍ର ଏଣେତେଣେ ଖେଳାଇ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଗୋପୀ କୁମାର ଏନେଇ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । ବଡ଼ବିଲ ଏସଡିପିଓ ସତ୍ୟବିକାଶ ଭୂୟାଁ, ଯୋଡା ଆଇଆଇସି ରାଇସେନ ମୁର୍ମୁ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନିଆଯାଇ ତଦନ୍ତ କରାଯାଉଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:ସ୍ଲଗ୍ - ଗ୍ରୀଲ ତାଡ଼ି ସାଢ଼େ ୩ ଲକ୍ଷ ଟଙ୍କାର ଗହଣା, ନଗଦ ଟଙ୍କା ସମେତ ଅନ୍ୟାନ୍ୟ ଜିନିଷ ଚୋରି ।

ଆଙ୍କର- ଯୋଡ଼ା ଥାନା ଆଜାଦବସ୍ତି ଅଂଚଳରେ ବଡ଼ ଧରଣର ଚୋରି । ଘରେ କେହି ନ ଥିବା ସମୟରେ କଳାକନା ବୁଲାଇଛନ୍ତି ଦୃବୃର୍ତ୍ତ । ଯୋଡ଼ା ଆଜାଦ ବସ୍ତି ସ୍ଥିତ ମହେଶ ସିଂଙ୍କ ଭଡ଼ାଘରେ ରହୁଥିବା ଗୋପୀ କୁମାରଙ୍କ ଘରୁ ସାଢ଼େ ୩ ଲକ୍ଷ ଟଙ୍କାର ସୁନା ଗହଣା, ପାଖାପାଖି ଦେଢ଼ ହଜାର ଟଙ୍କା, କିଛି ଦାମିକା ଶାଢ଼ୀ ଓ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବା ଯୋଡ଼ା ଥାନାରେ ଅଭିଯୋଗ ହୋଇଛି । ଘରେ କେହି ନ ଥିବାର ସୁଯୋଗ ନେଇ ଦୃବୃର୍ତ୍ତ , ଗ୍ରୀଲ ତାଡ଼ି ଘରେ ପଶିବା ପରେ କଳା କନା ବୁଲାଇଛନ୍ତି । ଘର ଭିତରେ ଥିବା ଆଲମାରୀ ଭଙ୍ଗାଯାଇଥିବା ସହ ଆସବାବ ପତ୍ର ଏଣେତେଣେ ଖେଳାଇ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଗୋପୀ କୁମାର ଏନେଇ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । ବଡ଼ବିଲ ଏସଡିପିଓ ସତ୍ୟବିକାଶ ଭୂୟାଁ, ଯୋଡ଼ା ଆଇସି ରାଇସେନ ମୁର୍ମୁ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନିଆଯାଇ ତଦନ୍ତ କରାଯାଉଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.