ETV Bharat / state

ପୋଖରୀରେ ବୁଡି ଜଣେ ମୃତ

author img

By

Published : Apr 9, 2021, 8:25 PM IST

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ପଣ୍ଡୁଆ ଗ୍ରାମରେ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ପୋଖରୀରେ ବୁଡି ଜଣେ ମୃତ
ପୋଖରୀରେ ବୁଡି ଜଣେ ମୃତ

ଆନନ୍ଦପୁର: ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ। ଏମିତି ଏକ ଦୁଖଃଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ପଣ୍ଡୁଆ ଗ୍ରାମରେ।

ପୋଖରୀରେ ବୁଡି ଜଣେ ମୃତ

ପଣ୍ଡୁଆ ଗ୍ରାମର କ୍ଷୀରୋଦ ଦାସ‌ ଗୁରୁବାର ରାତିରେ ଘର ଲୋକଙ୍କୁ ଶୌଚ ହେବାକୁ ଯାଉଛି କହି ଯାଇଥିଲେ ଓ ରାତି ସାରା ନିଖୋଜ ଥିଲେ। ଘର ଲୋକ ରାତି ସାରା ଖୋଜାଖୋଜି କରି ବିଫଳ ହୋଇଥିଲେ । ଶୁକ୍ରବାର ଘର ଲୋକ ଖୋଜଖୋଜି କରିବା ବେଳେ ସାନପଣ୍ଡୁଆ ପୋଖରୀରେ ଭାସୁଥିବାର ଦେଖିବାକୁ ପାଇଥିଲେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.