ETV Bharat / state

ନବମ ଶ୍ରେଣୀ ଛାତ୍ରଙ୍କ ବିଷ ପିଇ ଆତ୍ମହତ୍ୟା

କ୍ଲାସ ପରୀକ୍ଷା ଖରାପ ହୋଇଥିବାରୁ ମା' ରାଗିଥିଲେ । ଏହାପରେ ଶିବ କେଉଁଆଡେ ଚାଲିଯାଇଥିଲେ । ତେବେ 2ଦିନ ପରେ ଘରୁ ଫେରିବା ପରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ଶିବ । ଜାଣନ୍ତୁ କଣ ରହିଛି ପୁରା ଖବର...

kendujhar
kendujhar
author img

By

Published : Jan 6, 2020, 8:00 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ସୋସୋ ଥାନା ସଢା ଗାଁରେ ଅଘଟଣ । ୯ମ ଶ୍ରେଣୀ ଛାତ୍ର ଶିବ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ।

ନବମ ଶ୍ରେଣୀ ଛାତ୍ରଙ୍କ ବିଷ ପିଇ ଆତ୍ମହତ୍ୟା
ଗୁରୁତର ଅବସ୍ଥାରେ ତାଙ୍କୁ ସୋମବାର ସକାଳେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ବିଷ ପିଇଥିବାରୁ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡିଛି ।

ଖବରମୁତାବକ, କ୍ଲାସ ପରୀକ୍ଷା ଖରାପ ହୋଇଥିବାରୁ ମା' ରାଗିଥିଲେ । ଏହାପରେ ଶିବ କେଉଁଆଡେ ଚାଲିଯାଇଥିଲେ । 2ଦିନ ପରେ ଘରୁ ଫେରିବା ପରେ ଆତ୍ମହତ୍ୟା କରିଛନ୍ତି ଶିବ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର-କେନ୍ଦୁଝର ଜିଲ୍ଲା ସୋସୋ ଥାନା ସଢା ଗାଁ ରେ ଜଣେ ୯ମ ଶ୍ରେଣୀ ଛାତ୍ରର ମୃତ୍ଯୁ ଘଟିଛି | ମୃତକ ଗାଁର ର ସ୍ବର୍ଗତ ଗୋପାଳ ନାୟକ ଙ୍କ ପୁଅ ଶିବ |ଗୁରୁତର ଅବସ୍ଥାରେ ଆଜି ସକାଳୁ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା ହେଲେ ଚିକିତ୍ସାଧିନ ଅବସ୍ଥା ରେ ତାର ମୃତ୍ୟୁ ଘଟିଥିଲା |ବିଷ ପାନ ଯୋଗୁଁ ମୃତ୍ଯୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ ଜଣାଯାଉଛି | ତେବେ କ୍ଲାସ ପରୀକ୍ଷା ରେ ଖରାପ ହୋଇଥିବାରୁ ମା ରାଗିବାରୁ ଶିବ କେଇଁଆଡେ ଚାଲିଯାଇଥିଲା ଦୁଇଦିନ କେଉଁ ଆଡେ ବୁଲିବା ପରେ ଘରକୁ ଫେରି ଆସି ଆତ୍ମହତ୍ୟା କରିଛନ୍ତି ଶିବ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.