ETV Bharat / state

ମହିଳାଙ୍କ ଝୁଲନ୍ତା ମୃତହେଦ ଉଦ୍ଧାର - tree

ଡେରାବିଶ ଥାନା ଅନ୍ତର୍ଗତ କେଉଟକଣ୍ଡିଆ ଗାଁରେ ଜଣେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି | ମୃତ ମହିଳା ଜଣଙ୍କ ରଙ୍ଗୀ ସେଠି ବୋଲି ଜଣାପଡିଛି  |

ଫଟୋ ସୌଜନ୍ଯ:ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jun 10, 2019, 11:57 AM IST

କେନ୍ଦ୍ରାପଡା: କେନ୍ଦ୍ରାପଡା ଡେରାବିଶ ଅଞ୍ଚଳରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତହେଦ । ଡେରାବିଶ ଥାନା ଅନ୍ତର୍ଗତ କେଉଟକଣ୍ଡିଆ ଗାଁରେ ଏକ ଗଛରେ ଜଣେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି | ମୃତ ମହିଳା ଜଣଙ୍କ ରଙ୍ଗୀ ସେଠି(30) ବୋଲି ଜଣାପଡିଛି |

ଭିଡିଓ ସୌଜନ୍ଯ:ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନା ଅନୁଯାୟୀ, ରଙ୍ଗୀ ସେଠୀ ଓ ତାଙ୍କ ସ୍ଵାମୀ ଗୁନ ସେଠୀଙ୍କ ମଧ୍ୟରେ ବହୁ ସମୟରେ ଝଗଡା ହେବାର ସ୍ଥାନୀୟ ଲୋକେ କହିଛନ୍ତି | ତେବେ ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ତେବେ ଏନେଇ ମୃତ ରଙ୍ଗୀଙ୍କ ଶାଶୁଘର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ |

ଏପଟେ ଡେରାବିଶ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି |

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

fsfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.