ETV Bharat / state

କେନ୍ଦ୍ରାପଡା ଗସ୍ତରେ କ୍ରୀଡାମନ୍ତ୍ରୀ, ବଳଦେବଜୀଉଙ୍କୁ କଲେ ଦର୍ଶନ

କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ । ବଳଦେବଜୀଉଙ୍କୁ କଲେ ଦର୍ଶନ । ଅଧିକ ପଢନ୍ତୁ....

author img

By

Published : Jan 8, 2021, 3:29 PM IST

Sports and Youth Affairs Minister's visit to Kendrapara
ବଳଦେବଜୀଉଙ୍କୁ ଦର୍ଶନ କଲେ କ୍ରୀଡାମନ୍ତ୍ରୀ

କେନ୍ଦ୍ରାପଡା: ରାଜ୍ୟ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା କେନ୍ଦ୍ରାପଡ଼ା ଗସ୍ତ କରିଛନ୍ତି । ପ୍ରଥମେ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପହଞ୍ଚି ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ l ଆଗାମୀ ଦିନରେ ରାଜ୍ୟ ସରକାର ଜିଲ୍ଲାରେ ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା କହିଥିଲେ ବିଭାଗୀୟ ମନ୍ତ୍ରୀ ।

ବଳଦେବଜୀଉଙ୍କୁ ଦର୍ଶନ କଲେ କ୍ରୀଡାମନ୍ତ୍ରୀ

କ୍ରୀଡାର ଭିତ୍ତିଭୂମି ପାଇଁ ବ୍ୟାପକ ସୁଯୋଗ ରହିଛି । କ୍ରୀଡାମନ୍ତ୍ରୀଙ୍କ ପରିଦର୍ଶନ ସମୟରେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଓ ରାଜନଗର ବିଧାୟକ ଧୃବ ଚରଣ ସାହୁଙ୍କ ସମେତ ବରିଷ୍ଠ ଦଳୀୟ ନେତା ଉପସ୍ଥିତ ଥିଲେ l

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.