ETV Bharat / state

ବରିଷ୍ଠ ନାଗରିକଙ୍କୁ ସଚେତନ କରାଇଲେ କେନ୍ଦ୍ରାପଡା ଏସପି

ଗୁରୁବାର କେନ୍ଦ୍ରାପଡା ଟାଉନହଲ୍ ଠାରେ ବରିଷ୍ଠ ନାଗରିକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ  କେନ୍ଦ୍ରାପଡା ଏସପି ନିତିଶେଖର ଉପସ୍ଥିତ ରହି ବରିଷ୍ଠ ନାଗରିକ ମାନଙ୍କର କଣ ସବୁ କରିବା ଦରକାର ଓ କଣ ନକରିବା ଦରକାର  ଏସମ୍ପର୍କରେ ଆଲେଚନା କରିଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Sep 6, 2019, 3:25 AM IST

କେନ୍ଦ୍ରାପଡା: ଗୁରୁବାର କେନ୍ଦ୍ରାପଡା ଟାଉନ ହଲ୍ ଠାରେ ବରିଷ୍ଠ ନାଗରିକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାପଡା ଏସପି ନିତିଶେଖର ଉପସ୍ଥିତ ରହି ବରିଷ୍ଠ ନାଗରିକ ମାନଙ୍କର କଣ ସବୁ କରିବା ଦରକାର ଓ କଣ ନକରିବା ଦରକାର ଏସମ୍ପର୍କରେ ଆଲେଚନା କରିଛନ୍ତି ।

ତେବେ ସମାଜରେ ରହୁଥିବା ବରିଷ୍ଠ ନାଗରିକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଧନ ଜୀବନକୁ ବିପନ୍ନ କରୁଛନ୍ତି । ଅନେକ ସମୟରେ ଅଚିହ୍ନା ଲୋକର ସାହାରା ନେଇ ବଞ୍ଚିବାକୁ ଚାହୁଁଥିବା ବୃଦ୍ଧ କିମ୍ବା ବୃଦ୍ଧା ସର୍ବସ୍ବ ହରାଉଛନ୍ତି।ବୟସାଧିକ କାରଣରୁ ବୟୋଜ୍ୟେଷ୍ଠମାନେ ଏମିତି ହଇରାଣ ହେବା ନିତି ଦିନିଆ ଘଟଣାରେ ପରିଣତ ହେଲାଣି। ତେଣୁ ଅଚିହ୍ନା ଲୋକମାନଙ୍କ ଠାରୁ ଦୂରରେ ରହିବା ସହିତ ନିଜର ଆର୍ଥିକ ଓ ଅସ୍ଥାବର ସମ୍ପତ୍ତି ସମ୍ପର୍କରେ କାହାକୁ ସୂଚନା ନଦେବାକୁ ପରାମର୍ଶ ଦେଇଛନ୍ତି ଏସପି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

ଏପରିକି ନିଜର ଅତି ନିକଟକର ଲୋକଙ୍କୁ ମଧ୍ୟ ବିଶ୍ବାସ କରି ଏସବୁ ତଥ୍ୟ ପ୍ରକାଶ କରିବା ଅନୁଚିତ ବୋଲି ଏସପି କହିଛନ୍ତି । ଏଥିସହ ନିଜପାଖରେ ଥିବା ସମ୍ପତ୍ତିଗୁଡିକୁ ବ୍ୟାଙ୍କରେ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହାଛଡା ଘରର ଚାବିକାଠି ଗୋପନୀୟ ସ୍ଥାନରେ ରଖିବା ଜରୁରୀ । କିଛିଦିନ ଅନ୍ତରରେ ଘରର ତାଲା ଚାବି ବଦଳାଇବା ଉଚିତ । କାରଣ ଆପଣଙ୍କ ଅଜାଣତରେ ଏହି ତାଲାର ଡୁପ୍ଲିକେଟ ଚାବି କେହି ବିଶ୍ବସ୍ତ ବ୍ୟକ୍ତି ମଧ୍ୟ କରିଦେଇ ପାରେ ବୋଲି ଏସପି ଏହି ବୈଠକରେ କହିଛନ୍ତି । ଏହାଛଡା ପଡୋଶୀଙ୍କ ଫୋନ ନମ୍ବର ଓ ନିକଟସ୍ଥ ଥାନାର ଫୋନ ନମ୍ଵର ସହିତ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ଫୋନ ନମ୍ବର ପାଖରେ ରଖିବା ଉଚିତ ବୋଲି ଏସପି ପରାମର୍ଶ ଦେଇଛନ୍ତି ।

ତେବେ ଏହି ବୈଠକରେ କେନ୍ଦ୍ରାପଡା ଏସପିଙ୍କ ସମେତ ଅତିରିକ୍ତ ଏସପି ଗାଗାରିନ ମହାନ୍ତି, ଅମିତା ପଟ୍ଟନାୟକ, ଡିଏସପି କାର୍ତ୍ତିକ ମଲିକ, ସୁଭେନ୍ଦୁ ସିହ୍ନା, କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା, କେନ୍ଦ୍ରାପଡା ଟାଉନ ଥାନା ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ, ଜିଲ୍ଲା ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ଓ ବହୁ ବରିଷ୍ଠ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ନିଜର ତଥା ବରିଷ୍ଠ ନାଗରିକମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:05.09.2019
Radhakanta Mohanty, Kendrapada
Slug-od_kpr_03_senior citizen_script_7204459
Anchor-ଆଜି କେନ୍ଦ୍ରାପଡା ଟାଉନହଲ୍ ଠାରେ ବରିଷ୍ଠ ନାଗରିକମାନଙ୍କର ଏକ ବୈଠକ ଡାକି କେନ୍ଦ୍ରାପଡା ଏସ୍ ପି ନିତିଶେଖର ବରିଷ୍ଠ ନାଗରିକ ମାନଙ୍କର କଣ ସବୁ କରିବା ଦରକାର ଓ କଣ ସବୁ ନକରିବା ଦରକାର ତାହା ସୂଚନା ଦେଇଛନ୍ତି । ସମାଜରେ ରହୁଥିବା ବରିଷ୍ଠ ନାଗରିକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଧନ ଜୀବନକୁ ବିପନ୍ନ କରୁଛନ୍ତି । ଅନେକ ସମୟରେ ଅଚିହ୍ନା ଲୋକର ସାହାରା ନେଇ ବଞ୍ଚିବାକୁ ଚାହୁଁଥିବା ବୃଦ୍ଧ କିମ୍ବା ବୃଦ୍ଧା ସର୍ବସ୍ବ ହରାଉଛିତ ପୁଣି ଜୀବନ ହାରୁଛି । ବୟସାଧିକ କାରଣରୁ ବୟୋଜ୍ୟେଷ୍ଠ ମାନେ ଏମିତି ହଇରାଣ ହେବା ନିତି ଦିନିଆ ଘଟଣାରେ ପରିଣତ ହେଲାଣି।ଅଚିହ୍ନା ଲୋକ ମାନଙ୍କ ଠାରୁ ଦୁରରେ ରହିବା ସହିତ ନିଜର ଆର୍ଥିକ ଓ ଅସ୍ଥାବର ସମ୍ପତ୍ତି ସମ୍ପର୍କରେ ସୂଚନା ନଦେବାକୁ ପରାମର୍ଶ ଦେଇଛନ୍ତି । ଏପରିକି ନିଜର ଚାକର କିମ୍ବା ଘରେ ସବୁଦିନେ କାରବାର ହେଉଥିବା ଲୋକମାନଙ୍କୁ ଏସବୁ ତଥ୍ୟ ପ୍ରକାଶ କରିବା ଅନୁଚିତ । ନିଜପାଖରେ ଥିବା ଏହି ସମ୍ପତ୍ତି ଗୁଡିକୁ ବ୍ୟାଙ୍କରେ ରଖିବା ଆବଶ୍ୟକ ବୋଲି କୁହାଯାଇଛି । ରହୁଥିବା ଘରର ଦ୍ବାର ଲୁହା ଗ୍ରିଲ ଲଗାଇବାକୁ ପରାମର୍ଶ ଦେଇଛି ପୋଲିସ। ଘରର ଚାବିକାଠି ଗୋପନୀୟ ସ୍ଥାନରେ ରଖିବା ଜରୁରୀ । କିଛି ଦିନ ଅନ୍ତରରେ ଘରର ତାଲା ଚାବି ବଦଳାଇବା ଉଚିତ । କାରଣ ଆପଣଙ୍କ ଅଜାଣତରେ ଏହି ତାଲାର ଡୁପ୍ଲିକେଟ ଚାବି କେହି ବିଶ୍ବସ୍ତ ବ୍ୟକ୍ତି ମଧ୍ୟ କରିଦେଇ ପାରେ ।ପଡୋଶିଙ୍କ ଫୋନ ନମ୍ବର ଓ ନିକଟସ୍ଥ ଥାନାର ଫୋନ ନମ୍ଵର ସହିତ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ଫୋନ ନମ୍ବର ପାଖରେ ରଖିବା ଉଚିତ ବୋଲି ଏସ୍ ପି ପରାମର୍ଶ ଦେଇଛନ୍ତି ।ଏହି ଆଲୋଚନାରେ କେନ୍ଦ୍ରାପଡା ଏସ୍ପିଙ୍କ ସମେତ ଅତିରିକ୍ତ ଏସ୍ ପି ଗାଗାରିନ ମହାନ୍ତି , ଅମିତା ପଟ୍ଟନାୟକ , ଡିଏସପି କାର୍ତ୍ତିକ ମଲିକ , ସୁଭେନ୍ଦୁ ସିହ୍ନା , କେନ୍ଦ୍ରାପଡା ଏସ୍ ଡି ପି ଓ ରାଜୀବ ଲୋଚନ ପଣ୍ଡା ଓ କେନ୍ଦ୍ରାପଡା ଟାଉନ ଥାନା ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ ଥିବା ବେଳେ ଜିଲ୍ଲା ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ଓ ବହୁ ବରିଷ୍ଠ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ନିଜର ତଥା ବରିଷ୍ଠ ନାଗରିକ ମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.