ETV Bharat / state

ଦେଖନ୍ତୁ, କେନ୍ଦ୍ରାପଡାରେ କେମତି ରହିଛି ବାତ୍ୟା ପରବର୍ତ୍ତୀ ସ୍ଥିତି - ଅମ୍ଫାନ ଅପଡେଟ୍‌

ଜିଲ୍ଲାରେ ସ୍ଥାନାନ୍ତରଣ, ଉଦ୍ଧାର କାର୍ଯ୍ୟ, ବିଦ୍ୟୁତ ସରବରାହ ଓ ପାନୀୟ ଜଳ ଉପରେ କଣ ପ୍ରଶାସନିକ ପଦକ୍ଷେପ ନିଆଯିବ ସେନେଇ ପ୍ରତିକ୍ରିୟା ପ୍ରଦାନ କରିଛନ୍ତି ରାଜ୍ୟ ଶିଳ୍ପ ସଚିବ ତଥା ଅମ୍ଫାନ ପାଇଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ ହୋଇଥିବା ବରିଷ୍ଠ ଆଇଏଏସ ଅଧିକାରୀ ହେମନ୍ତ ଶର୍ମା ।

see-how-the-post-storm-situation-is-in-the-kendrapara
ଦେଖନ୍ତୁ, କେନ୍ଦ୍ରାପଡାରେ କେମତି ରହିଛି ବାତ୍ୟା ପରବର୍ତ୍ତୀ ସ୍ଥିତି
author img

By

Published : May 21, 2020, 12:24 AM IST

କେନ୍ଦ୍ରାପଡା: ବାତ୍ୟା ଅମ୍ଫାନର ପ୍ରଭାବ ବୁଧବାର ବିଳମ୍ବିତ ରାତି ସୁଦ୍ଧା କେନ୍ଦ୍ରାପଡା ଜିଲ୍ଲାରେ ଶେଷ ହେବ । ତେବେ ମଙ୍ଗଳବାର ରାତିରୁ ପବନ ଓ ବର୍ଷା ସହ ଅମ୍ଫାନ ତାଣ୍ଡବ ରଚିଥିଲା ।

ଦେଖନ୍ତୁ, କେନ୍ଦ୍ରାପଡାରେ କେମତି ରହିଛି ବାତ୍ୟା ପରବର୍ତ୍ତୀ ସ୍ଥିତି

ତେବେ ଜିଲ୍ଲାରେ ସ୍ଥାନାନ୍ତରଣ, ଉଦ୍ଧାର କାର୍ଯ୍ୟ, ବିଦ୍ୟୁତ ସରବରାହ ଓ ପାନୀୟ ଜଳ ଉପରେ କଣ ପ୍ରଶାସନିକ ପଦକ୍ଷେପ ନିଆଯିବ ସେନେଇ ପ୍ରତିକ୍ରିୟା ପ୍ରଦାନ କରିଛନ୍ତି ରାଜ୍ୟ ଶିଳ୍ପ ସଚିବ ତଥା ଅମ୍ଫାନ ପାଇଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ ହୋଇଥିବା ବରିଷ୍ଠ ଆଇଏଏସ ଅଧିକାରୀ ହେମନ୍ତ ଶର୍ମା । ବୁଧବାର ରାତି ସୁଦ୍ଧା ପୌରାଞ୍ଚଳରେ ବିଦ୍ୟୁତ ସରବରାହ ଠିକ କରାଯିବା ସହ ପାନୀୟ ଜଳ ପାଇଁ ମଧ୍ୟ କୌଣସି ଅସୁବିଧା ରହିବ ନାହିଁ ବୋଲି କହିଛନ୍ତି ସଚିବ ।

କେନ୍ଦ୍ରପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.