ETV Bharat / state

ବିରଳ ପ୍ରଜାତିର ଧଳା ସାପ ଉଦ୍ଧାର

ରାଜକନିକା ବ୍ଲକ ଗାଙ୍ଗପୁର ଗ୍ରାମରୁ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତିର ଧଳାସାପ । ଏକ ଫୁଟ ଲମ୍ବ ବିଶିଷ୍ଟ ଏହି ସାପଟିକୁ ଗତକାଲି ବାଲିସୁଆଁ ଗାଁର ଜଣେ ଯୁବକ ତପନ ଜେନା ଦେଖିବା ପରେ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଫୋନ ଯୋଗେ ଜଣାଇଥିଲେ ।

ବିରଳ ପ୍ରଜାତିର ଧଳା ସାପ ଉଦ୍ଧାର
ବିରଳ ପ୍ରଜାତିର ଧଳା ସାପ ଉଦ୍ଧାର
author img

By

Published : Aug 24, 2020, 7:07 PM IST

କେନ୍ଦ୍ରାପଡ଼ା: ରାଜକନିକା ବ୍ଲକ ଗାଙ୍ଗପୁର ଗ୍ରାମରୁ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତିର ଧଳାସାପ । ଏକ ଫୁଟ ଲମ୍ବ ବିଶିଷ୍ଟ ଏହି ସାପଟିକୁ ଗତକାଲି ବାଲିସୁଆଁ ଗାଁର ଜଣେ ଯୁବକ ତପନ ଜେନା ଦେଖିବା ପରେ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଫୋନ ଯୋଗେ ଜଣାଇଥିଲେ ।

ବିରଳ ପ୍ରଜାତିର ଧଳା ସାପ ଉଦ୍ଧାର

ତପନଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ସ୍ନେକ ହେଲ୍ପଲାଇନ ସଦସ୍ୟ ନଳିନୀ ପ୍ରସାଦ ଦାସ ସାପଟିକୁ ଉଦ୍ଧାର କରିଥିଲେ । ସ୍ନେକ ହେଲ୍ପଲାଇନ ସମ୍ପାଦକ ଏହି ସାପଟିକୁ ଲିଉଷ୍ଟିକ ଚିତି ବୋଲି ଚିହ୍ନଟ କରିଛନ୍ତି । ଏହାକୁ ଦେଖିବାକୁ ସ୍ଥାନୀୟ ଲୋକେ ଜମା ହୋଇଥିବା ଦେଖିବାକୁ ମିଳିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.