ETV Bharat / state

ଗାନ୍ଧୀ ଜୟନ୍ତୀରେ ବିଜେଡିର ଜନସଚେତନତା କାର୍ଯ୍ୟକ୍ରମ ଶୁଭାରମ୍ଭ - ଜନସଚେତନତା କାର୍ଯ୍ୟକ୍ରମ ଶୁଭାରମ୍ଭ

ଲୋକଙ୍କୁ ମାସ୍କ ବଣ୍ଟନ କରିବା ସହିତ ମହାମାରୀ କୋରୋନାରୁ କିପରି ଭାବରେ ବର୍ତ୍ତି ରହିବେ ସେନେଇ ସଚେତନ କରିବା ଆରମ୍ଭ କରିଛନ୍ତି । ଏହି ସଚେତନତା ଶିବିର ଆଜି ଠାରୁ ଆରମ୍ଭ ହୋଇ ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଜାରି ରହିବ ।

ବିଜେଡି ଦ୍ବାରା ଜନସଚେତନତା କାର୍ଯ୍ୟକ୍ରମ ଶୁଭାରମ୍ଭ

author img

By

Published : Oct 2, 2020, 10:01 PM IST

କେନ୍ଦ୍ରାପଡ଼ା: ଗାନ୍ଧୀ ଜୟନ୍ତୀରେ ବିଜୁ ଜନତା ଦଳର ରାଜ୍ୟ ଛାତ୍ର ସଂସଦ ସମ୍ପାଦକ ସୁଦୀପ୍ତ କେଶରୀ ସାମଲ, ଡେରାବିଶ୍ ବ୍ଲକ ସଭାପତିଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡେରାବିଶରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ସହ ପୂଜାର୍ଚ୍ଚନା କରିଥିଲେ । ଏହାସହିତ ବ୍ଲକର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ବିଜେଡି ଦ୍ବାରା ଜନସଚେତନତା କାର୍ଯ୍ୟକ୍ରମ ଶୁଭାରମ୍ଭ

ଲୋକଙ୍କୁ ମାସ୍କ ବଣ୍ଟନ କରିବା ସହିତ ମହାମାରୀ କୋରୋନାରୁ କିପରି ଭାବରେ ବର୍ତ୍ତି ରହିବେ ସେନେଇ ସଚେତନ କରିବା ଆରମ୍ଭ କରିଛନ୍ତି । ଏହି ସଚେତନତା ଶିବିର ଆଜି ଠାରୁ ଆରମ୍ଭ ହୋଇ ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଜାରି ରହିବ । କେବଳ ବ୍ଲକ ସ୍ତରରେ ନୁହେଁ ନିର୍ବାଚନ ମଣ୍ଡଳୀ ସମେତ ଜିଲ୍ଲାସ୍ତରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ରାଜ୍ୟ ଛାତ୍ର ସଂସଦ ସମ୍ପାଦକ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.