ETV Bharat / state

ଶାନ୍ତି ଦ୍ୱାରା ସମସ୍ତ ସମସ୍ୟାର ସମାଧାନ ସମ୍ଭବ: ବାବା ବଳିଆ

ଆଧ୍ୟାତ୍ମିକ ଗୁରୁ ପଦ୍ମଶ୍ରୀ ବାବା ବଳିଆଙ୍କ ଋଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ବୁଝାମଣାର ଅନୁରୋଧ ବାର୍ତ୍ତା । ସେ କହିଛନ୍ତି, ଋଷ ନିଜର ଅହଂ ଭାବ ପରିତ୍ୟାଗ ସହ ଆକ୍ରମଣାତ୍ମକ ଲକ୍ଷ୍ୟ ତ୍ୟାଗ କରୁ ବୋଲି ନିବେଦନ କରିଥିଲେ । ଅଧିକ ପଢନ୍ତୁ

ଶାନ୍ତି ଦ୍ୱାରା ସମସ୍ତ ସମସ୍ୟାର ସମାଧାନ ସମ୍ଭବ: ବାବା ବଳିଆ
ଶାନ୍ତି ଦ୍ୱାରା ସମସ୍ତ ସମସ୍ୟାର ସମାଧାନ ସମ୍ଭବ: ବାବା ବଳିଆ
author img

By

Published : Mar 7, 2022, 10:04 PM IST

କେନ୍ଦ୍ରାପଡ଼ା: ଆଧ୍ୟାତ୍ମିକ ଗୁରୁ ପଦ୍ମଶ୍ରୀ ବାବା ବଳିଆଙ୍କ ଋଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ବୁଝାମଣାର ଅନୁରୋଧ ବାର୍ତ୍ତା । ଆଜି(ସୋମବାର) କେନ୍ଦ୍ରାପଡ଼ା ଗୋପ ଶ୍ରୀରାମ ମନ୍ଦିର ପରିସରରେ ଆୟୋଜିତ ଭକ୍ତ ସମ୍ମିଳନୀରେ ବାବା ବଳିଆ ଯୋଗଦେଇ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରରେ ତାଙ୍କର ଆଧ୍ୟାତ୍ମିକ ଜୀବନର ଆରମ୍ଭ ହୋଇଥିବା ଏବଂ ନାମାଚାର୍ଯ୍ୟ ବାୟାବାବା ତାଙ୍କର ଆଧ୍ୟାତ୍ମିକ ଗୁରୁ ରହିଥିବା ବେଳେ ସେ ଏଠାକୁ ନିଜର ଅନୁଗତ ମାନଙ୍କୁ ଭେଟିବାକୁ ଆସିଥିବା କହିଛନ୍ତି । ଏହି ଅବସରରେ ଋଷ ନିଜର ଅହଂ ଭାବ ପରିତ୍ୟାଗ ସହ ଆକ୍ରମଣାତ୍ମକ ଲକ୍ଷ୍ୟ ତ୍ୟାଗ କରୁ ବୋଲି ନିବେଦନ କରିଥିଲେ ।

ଶାନ୍ତି ଦ୍ୱାରା ସମସ୍ତ ସମସ୍ୟାର ସମାଧାନ ସମ୍ଭବ: ବାବା ବଳିଆ

ସେହିପରି ୟୁକ୍ରେନ ରାଷ୍ଟ୍ରପତିଙ୍କ ପରାଜୟ ନିଶ୍ଚିତ ଜାଣିସାରିବା ପରେ ଋଷର ବଶତା ସ୍ବିକାର କରିନେଉ ଏବଂ ବିଶ୍ବରେ ଶାନ୍ତି ବଜାୟ ରହୁ ବୋଲି ନିବେଦନ କରିଛନ୍ତି । ବିଶ୍ବଶାନ୍ତି ପାଇଁ ସେ ମିଳିତ ଜାତିସଂଘ ଏବଂ ପ୍ରମୁଖ ଦେଶ ଗୁଡିକୁ ପତ୍ର ଲେଖି ଅନୁରୋଧ କରିଥିବା ବେଳେ ଆହୁରି ମଧ୍ୟ ପତ୍ର ଲେଖି ଦୁନିଆକୁ ଶାନ୍ତି ଆଣିବା ପାଇଁ ପ୍ରଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି । ଯୁଦ୍ଧ ଦ୍ବାରା କେବଳ ଆହତ, ମୃତ ଏବଂ କ୍ଷତାକ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇଥାଏ ଏବଂ ବ୍ୟାପକ ଧନହାନୀ ହୋଇଥାଏ ବୋଲି କହିବା ସହ ଏ ମନୁଷ୍ୟ ସମାଜରେ ଯୁଦ୍ଧର ଆବଶ୍ୟକତା ନାହିଁ । ବୁଝାମଣା ଦ୍ବାରା ବଡ଼ବଡ଼ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.