ETV Bharat / state

ଜୁଲାଇ 20ରେ ପାଟକୁରା ଫାଇଟ୍

ଜୁଲାଇ 20 ତାରିଖରେ ହେବ ପାଟକୁରା ନିର୍ବାଚନ । 24ରେ ହେବ ଭୋଟ ଗଣତି ହେବ । ଭାରତୀୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

author img

By

Published : Jul 4, 2019, 1:50 PM IST

Updated : Jul 4, 2019, 2:04 PM IST

ଫାଇଲ ଫଟୋ

ଭୁବନେଶ୍ବର: ଆସନ୍ତା ଜୁଲାଇ 20ରେ ହେବ ପାଟକୁରା ଉପନିର୍ବାଚନ । ଏନେଇ ଭାରତୀୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଜୁଲାଇ 20 ତାରିଖରେ ନିର୍ବାଚନ ହେବକୁ ଥିବା ବେଳେ 24ରେ ହେବ ଭୋଟ ଗଣତି । ବିଜେଡି ପ୍ରାର୍ଥୀ ବେଦାପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ଏହି ଆସନରେ ଉପନିର୍ବାଚନ ହେବ । ଏହି ସିଟ୍ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଦେଇସାରିଛନ୍ତି । ନାମାଙ୍କନ ମଧ୍ୟ ଦାଖଲ ସରିଛି । ତେବେ ଏହି ହାଇଭୋଲଟେଜ୍ ନିର୍ବାଚନ ଉପରେ ସାର ରାଜ୍ୟର ନଜର ରହିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro: ଆସନ୍ତା ଜୁଲାଇ 20ରେ ହେବ ପାଟକୁରା ଉପନିର୍ବାଚନ। ଏନେଇ ଭାରତୀୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। 24ରେ ହେବ ଭୋଟ ଗଣତି। ବେଦାପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ଏହି ଆସନରେ ଉପନିର୍ବାଚନ ହେବ। ମଇଦାନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାଥୀ ଦେଇସାରିଛନ୍ତି। ନାମାଙ୍କନ ଦାଖଲ ସରିଛି। ଏହି ହାଇ ଭୋଲ୍ଟେଜ ନିଟବଚନ ଉପରେ ସର ରାଜ୍ୟର ନଜର ରହିଛି।Body:HhConclusion:
Last Updated : Jul 4, 2019, 2:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.