ETV Bharat / state

ଇଟିଭି ଭାରତ ପ୍ରଭାବ: ବଦନୀର ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ - ବଦନୀର ଚିକିତ୍ସା

ମଞ୍ଚ କଳାକାର ତଥା କେନ୍ଦ୍ରାପଡ଼ା ମହାକାଳପଡ଼ା ବରଜ ଗାଁର ଆଦିବାସୀ ଝିଅ ବଦନୀ ସାମଲର ଚିକିତ୍ସା କରିବ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ବଦନୀର ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ

author img

By

Published : Sep 22, 2020, 9:02 PM IST

କେନ୍ଦ୍ରାପଡ଼ା: ମଞ୍ଚ କଳାକାର ତଥା କେନ୍ଦ୍ରାପଡ଼ା ମହାକାଳପଡ଼ା ବରଜ ଗାଁର ଆଦିବାସୀ ଝିଅ ବଦନୀ ସାମଲର ଚିକିତ୍ସା କରିବ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି । ମଞ୍ଚ ଅଭିନେତ୍ରୀ ବଦନୀ ସାମଲ ସମ୍ପର୍କରେ ଗତ ୧୯ ତାରିଖ ଦିନ ‘ଇଟିଭି ଭାରତ’ରେ ଖବର ପ୍ରସାରଣ ହେବା ପରେ ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଟ୍ୱିଟର ମାଧ୍ୟମରେ ଅବଗତ କରାଯାଇଥିଲା ।

  • Cdmo Kendrapara has been asked to provide treatment to patient and submit action taken report in 72 hours.

    — Naba Kisore Das (@nabadasjsg) September 22, 2020 " class="align-text-top noRightClick twitterSection" data=" ">

ତେବେ ମଙ୍ଗଳବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ବଦନୀର ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ୭୨ ଘଣ୍ଟା ମଧ୍ୟରେ ATR(ଆକ୍ସନ ଟେକେନ ରିପୋର୍ଟ) ଦାଖଲ କରିବା ପାଇଁ ଟ୍ୱିଟ କରି ସୂଚନା ଦେଇଛନ୍ତି।
ପଢନ୍ତୁ: ନୀରବି ଯାଇଛି ନିଖୁଣ ଅଭିନୟ, ରାମଲୀଳା ମୈଦାନରୁ ନିଖୋଜ ସୀତା !

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.