ETV Bharat / state

ପାଟକୁରା ପ୍ରଚାର ମଇଦାନରେ ନବୀନ - patkura election

ପାଟକୁରାରେ ପହଞ୍ଚି ପ୍ରଚାର ଆରମ୍ଭ କଲେ ନବୀନ । ହାଇଟେକ ବସରେ ଚାଲିଛି ବିଜେଡି ସୁପ୍ରିମୋଙ୍କ ପ୍ରଚାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 17, 2019, 10:44 AM IST

Updated : Jul 17, 2019, 11:49 AM IST

ଭୁବନେଶ୍ବର: ପାଟକୁରା ପ୍ରଚାର ମଇଦାନରେ ନବୀନ । ହାଇଟେକ ବସରେ ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ । ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଚାଲିଛି ଭୋଟ ଭିକ୍ଷା । ସମ୍ମାନ ଓ ସ୍ବାଭିମାନର ନିର୍ବାଚନ କୁହାଯାଉଥିବା ପାଟକୁରାରେ ବିଜୟ ପାଇଁ ଫୁଲ ଦମରେ ଲାଗିଛି ବିଜେଡି ।

ପୂର୍ବାହ୍ନ ଠିକ ୧୦ଘଟିକା ସମୟରେ ବାରିମୂଳସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ହାଇଟେକ ବସରେ ପ୍ରଚାର ପାଇଁ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ। ଗରଦପୁର, ଡେରାବିଶ ଓ ମର୍ଶାଘାଇରେ ଚାଲିଛି ମାରାଥନ ପ୍ରଚାର । ବିଭିନ୍ନ ସ୍ଥାନକୁ ଯାଇ ଭୋଟ ମାଗୁଛନ୍ତି । ନିର୍ବାଚନ ପ୍ରଚାର ଦାୟିତ୍ବରେ ଥିବା ଅନ୍ୟ ନେତା ଓ ମନ୍ତ୍ରୀ ବି ନବୀନଙ୍କ ପ୍ରଚାରରେ ସାମିଲ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଚାଲିଛି ହାଇଟେକ ବସରେ ରୋଡ ସୋ । ସାବିତ୍ରୀଙ୍କ ମୁଣ୍ଡରେ ‘ବିଜୟ’ ମୁକୁଟ ପିନ୍ଧାଇବା ପାଇଁ ଜୋରସୋରରେ ଲାଗିପଡିଛି ବିଜେଡି । ଦଳର ଶେଷ ଅସ୍ତ୍ର ଭାବରେ ପ୍ରଚାର ମଇଦାନରେ ନବୀନ । ବିଶାଳ ରୋଡ ସୋ କରି ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:Conclusion:
Last Updated : Jul 17, 2019, 11:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.