ETV Bharat / state

ମୋବାଇଲ ଚୋରି ରାକେଟର ପର୍ଦ୍ଦାଫାଶ

ମୋବାଇଲ ଚୋରି ରାକେଟର ପର୍ଦ୍ଦାଫାଶ । 7 ମୋବାଇଲ ଜବତ । ଅଧିକ ପଢନ୍ତୁ...

Mobile lootera arrested
ମୋବାଇଲ ଚୋରି ରାକେଟକୁ  ଠାବ
author img

By

Published : Feb 4, 2020, 11:23 PM IST

କେନ୍ଦ୍ରାପଡା: ମୋବାଇଲ ଚୋରି ରାକେଟକୁ ଠାବ କରିଛି ପଟ୍ଟାମୁଣ୍ଡାଇ ପୋଲିସ । ଗତକାଲି ମୋବାଇଲ ଚୋରି କରି ଏହି ରାକେଟର ସଦସ୍ୟ ଫେରାର ହେଉଥିବା ବେଳେ ପୋଲିସ ତାଙ୍କ ମଧ୍ୟରୁ 4 ଜଣଙ୍କୁ କାବୁ କରିବାରେ ସଫଳ ହୋଇଛି । ସେମାନଙ୍କ ପାଖରୁ 7ଟି ଦାମୀ ମୋବାଇଲ ଜବତ ହେବା ପଚରାଉଚରା ମଧ୍ୟ କରୁଛି ପୋଲିସ। ପୂର୍ବରୁ ମଧ୍ୟ ଏହି ରାକେଟ ବିଭିନ୍ନ ସ୍ଥାନରୁ ମୋବାଇଲ ଲୁଟ କରି ଥିବା ନେଇ ଜଣାଇଛନ୍ତି ପଟ୍ଟାମୁ୍ଣ୍ଡାଇ ଥାନା ଅଧିକାରୀ । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲଣ କରିଛି ।

ମୋବାଇଲ ଚୋରି ରାକେଟକୁ ଠାବ

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:04.02.2020
Radhakanta Mohanty, Kendrapada
Slug-od_kpr_mobile lootera_script_7204459
Anchor-ବହୁଦିନ ପରେ ମୋବାଇଲ ଚୋରି ରାକେଟକୁ ଠାବ କରିବାରେ ସଫଳ ହୋଇଛି ପଟ୍ଟାମୁଣ୍ଡାଇ ପୋଲିସ।ବିଭିନ୍ନ ସମୟରେ ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ମୋବାଇଲ ଛିନତାଇ,ଚୋରି ସମ୍ବନ୍ଧରେ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ହୋଇ ଆସୁଥିଲା।କିନ୍ତୁ ପୋଲିସକୁ ଚକମା ଦେଖାଇ ଚୋର ମାନେ ଫେରାର ହେବାରେ ସଫଳ ହେଉଥିଲେ।ତେବେ ଗତକାଲି ଏହି ରାକେଟଟି ପୁନଶ୍ଚ ମୋବାଇଲ ଚୋରି କରି ଫେରାର ହେଉଥିବା ସମୟରେ ପୋଲିସ ୪ଜଣ ମୋବାଇଲ ଚୋରଙ୍କୁ କାବୁ କରିବାରେ ସଫଳ ହୋଇଥିଲା।ସେମାନଙ୍କୁ ଅଧିକ ପଚରାଉଚୁରା ପରେ ସେମାନଙ୍କ ନିକଟରୁ ୭ଟି ଦାମୀ ମୋବାଇଲ ଜବତ କରିବା ସହିତ ସେମାନେ ଆଗରୁ କରିଥିବା ମୋବାଇଲ ଲୁଟ ସମ୍ପର୍କରେ ପୋଲିସ ନିକଟରେ ମାନିନେଇଥିବା ସୂଚନା ଦେଇଛନ୍ତି ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ।ପୋଲିସ ୬୯/୨୦୨୦ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି।
Byt-ରାକେଶ ତ୍ରିପାଠୀ(ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ)Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.