ETV Bharat / state

11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ - 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ବିଦ୍ୟୁତ ଖୁଣ୍ଟରେ ଚଢାି ମରାମତି କରୁଥିବା ସମୟରେ 11 କେଭି ତାର ସଂସ୍ପର୍ଶରେ ଆସି ଯୁବକ ମୃତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 23, 2019, 10:24 PM IST

କେନ୍ଦ୍ରାପଡା: 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ। ଯୁବକ ଜଣଙ୍କ ହେଲେ ବେଲସରପୁର ଗାଁର କାଳନ୍ଦୀ ଚରଣ ସିଂ । ସେ ଆଳି ଥାନା ଅନ୍ତର୍ଗତ ସାନଆଙ୍କୁଆ ଗାଁରେ ଖୁଣ୍ଟରେ ଚଢି ଇଲେଭେନ କେଭି ବିଦ୍ୟୁତ ମରାମତି କାର୍ଯ୍ୟ କରୁଥିବା ବେଳେ ହଠାତ ବିଦ୍ୟୁତ ଆସିଯିବାରୁ ଆଘାତରେ ସେ ଖୁଣ୍ଟରୁ ତଳେ ପଡିଯାଇଥିଲେ ଆଉ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏନେଇ ଜିଲ୍ଲାପାଳଙ୍କୁ ସଙ୍ଗେସଙ୍ଗେ ସୂଚନା ଦିଆଯିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ଘଟଣାସ୍ଥଳକୁ ଆଳି ଅତିରିକ୍ତ ତହସିଲଦାରଙ୍କୁ ପଠାଇ ଘଟଣାର ଅନୁଧ୍ୟାନ କରିଛନ୍ତି। ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ସହିତ ଏହି ଘଟଣାରେ ତଦନ୍ତ କରାଯାଇ ଭୁଲ ଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରାଯିବା ପାଇଁ ସୂଚନା ଦେଇଛନ୍ତି ଜିଲ୍ଲାପାଳ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:23.07.2019
Radhakanta Mohanty, Kendrapada
Slug-od_kpr_03_shockdeath_script_7204459
Anchor-ଇଲେଭେନ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଦ୍ୟୁତ ବିଭାଗ ହେଲପରଙ୍କ ମୃତ୍ୟୁ।କେନ୍ଦ୍ରାପଡ଼ା ଆଳି ଥାନା ଅନ୍ତର୍ଗତ ସାନଆଙ୍କୁଆ ଗାଁରେ ଖୁଣ୍ଟରେ ଚଢି ଇଲେଭେନ କେଭି ବିଦ୍ୟୁତ ମରାମତି କାର୍ଯ୍ୟ କରାଯାଉଥିବା ବେଳେ ହଠାତ ବିଦ୍ୟୁତ ଆସିଯିବାରୁ ସେସୁ କାର୍ଯ୍ୟରେ ନିୟୋଜିତ ବେଲସରପୁର ଗାଁର କାଳନ୍ଦୀ ଚରଣ ସିଂ ବିଦ୍ୟୁତ ଆଘାତରେ ଖୁଣ୍ଟରୁ ତଳେ ପଡିଯାଇଥିଲେ ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ଏନେଇ ଜିଲ୍ଲାପାଳଙ୍କୁ ସଙ୍ଗେସଙ୍ଗେ ସୂଚନା ଦିଆଯିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ଘଟଣାସ୍ଥଳକୁ ଆଳି ଅତିରିକ୍ତ ତହସିଲଦାରଙ୍କୁ ପଠାଇ ଘଟଣାର ଅନୁଧ୍ୟାନ କରିଛନ୍ତି।ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ସହିତ ଏହି ଘଟଣାରେ ଯାହାର ଭୁଲ ରହିଛି ତାକୁ ତଦନ୍ତ କରାଯାଇ ଦଣ୍ଡିତ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଶ୍ରୀ ବର୍ମା।
Byt-ସମର୍ଥ ବର୍ମା(ଜିଲ୍ଲାପାଳ, କେନ୍ଦ୍ରାପଡ଼ା)Body:BreakingConclusion:Breaking
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.